Latest Odisha News

BREAKING NEWS

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ଓଡ଼ିଆ ସମାଜ ଦ୍ୱାରା ରଥଯାତ୍ରା ପାଳିତ

ରୋଡସ୍ ଆଇଲ୍ୟାଣ୍ଡ : ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରକୁ ଖୁବ ଭବ୍ୟ…

ଫଳର ରାଜା ଆମ୍ବ : ଜାଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା…

ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି | ଫଳର ରାଜା ଆମ୍ବ । ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ପ୍ରାୟତ ଲୋକମାନେ ଆମ୍ବ…

ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର : ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ୧୩ ତାରିଖ ଯାଏ ନାମ ଲେଖାଇବେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ । ଚଳିତବର୍ଷ ୪ ଲକ୍ଷ ୭୨…

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ନା, ଆମେ ଜାଣିନେ...” ସିଡ଼୍ କହିଲା ପରେ ରୋହାନ୍ ଚମ୍‌କି ପଡ଼ି ପଚାରିଲା, “କ’ଣ ଜାଣିନେ?” “ମୁଁ ଏୟା କହିବାକୁ ଚାହେଁ ଯେ ବୀରା ଏବେ ଏବେ ତା' ଭଉଣୀକୁ ହରାଇବାର ଯେଉଁ ଦୁଃଖ ଓ ଯନ୍ତ୍ରଣା ସହୁଛି, ତାକୁ…

ଭାଷା ଭାଗବତ : ବିଚ୍ୟୁତି ଓ ଭ୍ରାଂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ପ୍ରଚଳିତ ରୀତି ଥିଲେ କି ନ ଥିଲେ ବି ଯୁକ୍ତି ଜନସମାଜେ ଥାଏ ଚଳି ଧ୍ବନି ଓ ରୂପ କେତେ ଭଳି ଥାଉ, ନ ଥାଉ ଯୌକ୍ତିକତା ଗ୍ରହଣଶୀଳ ଲୋକ ମଥା ରୀତିକୁ କରିଲେ ସ୍ବୀକାର ଭାଷାଟେ ଚଳେ ନିରଂତର କେତେକ ସୁଜ୍ଞାନୀ ପଂଡିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପରିପ୍ରେକ୍ଷୀରେ ଆମେ ବିଶେଷ ଦିନ ଗୁରୁବାର ମାଜଣା ନୀତି ବିଷୟରେ ଜାଣିଲେ। ସେହି ଗୁରୁବାର ରାତ୍ରରେ ଅନୁଷ୍ଠିତ ହେଉଥିବା ଏକାନ୍ତ ନୀତି…

କଲରାପତରିଆ ବାଘ ଆକ୍ରମଣରେ ୨ ଗୁରୁତର

ଅନୁଗୁଳ: ଛେଳି ଚରାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଚିଛି ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ କୃଷ୍ଣଚକ୍ରଗଡ଼ରେ । ମିଳିଥିବା ସୂଚନା ଅନୁସାରେ, ଗାଁରେ ଜନକ ବେହେରା ଓ ନେକୁରି ବେହେରା ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା…

ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବିଜେଡି

ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ୍ଉ ପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।…

ଅନୁଗୁଳରେ ନକଲି ଔଷଧ; ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନ ସିଲ୍  

ଅନୁଗୁଳ: ଅନୁଗୁଳରେ ବିକ୍ରି ହେଉଛି ନକଲି ଔଷଧ । ନକଲି ଔଷଧ ବିକ୍ରି ଅଭିଯୋଗରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଗୋଟିଏ ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନକୁ ସିଲ୍ କରିଛି । ୨ଟି ଯାକ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସୂଚନା…