ବୁଲା ବେପାରୀଙ୍କ ଠାରୁ ଆଇସ୍କ୍ରିମ୍ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଡାକ୍ତରଖାନାରେ ଚାଲିଛି ଚିକିତ୍ସା
କୋରାପୁଟ: ଗାଁ ଗାଁ ବୁଲି ଆଇସ୍କ୍ରିମ କରୁଥିବା ବେପାରୀଙ୍କ ଠାରୁ ଆଇସି୍କ୍ରିମ୍ ପାଇଁ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବର୍ତ୍ତମାନ ଆହତମାନଙ୍କର ଡାକ୍ତରଖାନାରେ ଚିକିତ୍ସା…