ଜୁନିୟର ବାଳିକା ଏସିଆ କପ ହକି: ଉଜବେକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ
ନୂଆଦିଲ୍ଲୀ: ଜାପାନର କାକାମିଗହାରେ ଚାଲିଥିବା ଜୁନିୟର ବାଳିକା ଏସିଆ କପ ହକିରେ ଉଜବେକିସ୍ତାନ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଭାରତ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ୨୨-୦ରେ ବିଜୟ ହାସଲ କରିଥିଲା । ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତୀୟ ଖେଳାଳିମାନେ…