ମନ୍ତ୍ରୀ ବାଲାଜୀଙ୍କ ବରଖାସ୍ତ ନିଷ୍ପତ୍ତି ଉପରେ ସାମୟିକ ରୋକ୍
ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ତାମିଲନାଡୁର ମନ୍ତ୍ରୀ ଭି ବାଲାଜୀଙ୍କୁ ବିଳମ୍ବିତ ରାତିରେ ରାଜ୍ୟପାଳ ଆର.ଏନ୍ ରବିଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଥିଲା। ଏବେ କିନ୍ତୁ ବିଳମ୍ବିତ ରାତିରେ ରାଜ୍ୟପାଳ ଏକ ଚିଠି ଜାରି କରିଛନ୍ତି ଯେଉଁଥିରେ…