ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରିବା ବେଳେ ଯୁବକଙ୍କୁ ହତ୍ୟା ମାମଲା, ୨ ଗିରଫ
ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବିମଲ ରାଉଳ ଓ ପ୍ରୀତମ କଲତା। ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗିରଫ ବାବଦରେ ସୂଚନା ଦେଇଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ…