ଇତିହାସ ରଚିବ ଫିଲ୍ମ ‘ବୱାଲ’, ଏଫିଲ ଟାୱାରରେ ହେବ ୱାର୍ଲ୍ଡ ପ୍ରିମିୟର
ମୁମ୍ବାଇ: ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ବୱାଲ' ଫିଲ୍ମରେ ଏକାଠି ନଜର ଆସିବେ। ସାଜିଦ ନାଡିଆଜୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ନିର୍ମାତା ଏହି ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ…