ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଢ଼ିଲା ସଂଗଠନ ପରିବର୍ତ୍ତନ ଚର୍ଚ୍ଚା
ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଦଳରେ ସଂଗଠନ ପରିବର୍ତ୍ତନକୁ ନେଇ ଇସାରା ଦେଇଛି।
ଶ୍ରୀଯୁକ୍ତ ସାମଲ ଓଡ଼ିଶା ବିଜେପିର ସଭାପତି…