Latest Odisha News

BREAKING NEWS

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ୟ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମଜ୍ଞାନୀମାନେ ଦେହାଭିମାନରୁ ଉର୍ଦ୍ଧ୍ୱରେ…

ଶରଧାବାଲିରେ ତିନି ଠାକୁର; ଆଜି କରିବେ ଆଡ଼ପ ବିଜେ

ପୁରୀ:ଶରଧା ବାଲିରେ ଛିଡା ହୋଇଛି ତିନି ରଥ । ରଥ ଉପରେ ମହାବାହୁଙ୍କୁ ମନଭରି ଦେଖୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥର  ରଥଯାତ୍ରା ବେଳେ ଅନେକ ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ରହିଥିଲା ନନ୍ଦିଘୋଷ ଓ ଦର୍ବଦଳନ । ପରଦିନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସମୀରା ତାଙ୍କ ସୁଇଟ୍ କବାଟକୁ ବନ୍ଦ କରି ଆସୁଥିବାବେଳେ, ବୀରାକୁ ଅତ୍ୟନ୍ତ ବିବ୍ରତ ହେଇପଡ଼ୁଥିବାର ଦେଖି ସିଡ଼୍ ତାକୁ ଅତି ଧୀର ସ୍ୱରରେ ପଚାରିଲା, “ଏତେ ବ୍ୟସ୍ତ କାଇଁ ଲାଗୁଛ? ସବୁ ଠିକ୍‌ଠାକ ତ?” ।…

ଜିଲ୍ ବାଇଡେନଙ୍କୁ ‘ସବୁଜ ହୀରା’ ଉପହାର ଦେଲେ ମୋଦୀ

ୱାଶିଂଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଜିଲ ବାଇଡେନଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ସାକ୍ଷାତ ହେବା ପରେ ମୋଦୀ ଉଭୟଙ୍କ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲେଡି ଡକ୍ଟର ଜିଲ…

ଅନୁବାଦ କବିତା : ସ୍ମୃତିର ସହର

ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ ଦିନେ କିଏ ଆସି କହିବ ତୁମ ଡ୍ରଇଂ ରୁମରେ ଚେୟାର ଟିଏ ପଡ଼ିବାର ଜାଗାଅଛି ମୁଁ ମୋ ଖଟଟା ଆଣି ସେଇଠି ପକାଇ ଶୋଇବି ଗଛତଳେ ମୋତେ ଆଉ ଭଲ ଲାଗୁନାହିଁ। ଦିନେ କିଏ ଆସି କହିବ ତୁମ ଭାତ ଥାଳିରୁ ମୁଁ ତିନି ଗୁଣ୍ଡା ନେବି କାରଣ ମୋର ଥାଳି ହିଁ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ…

ଭାଷା ଭାଗବତ : ସ୍ଥଗିତ ନବଜାଗରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯିଏ ନିଜକୁ ଯାହା ଭାବୁଁ ତାହା ଯେହେତୁ ନୁହେ ସବୁ ଯେ ଯାହା ପାରିଅଛୁଁ ହୋଇ ତାହା ବି ଯଥେଷ୍ଟ ନୁହଇ ବ୍ୟକ୍ତିର ସବୁ ସଂଭାବନା ବ୍ୟକ୍ତ କରିବା କଳା ଜଣା ନ ଥାଏ, ତେଣୁ ଅସଂପୂର୍ଣ ସଂସାରେ ମଣିଷ ଜୀବନ ନିଜେ ହିଁ ନିଜର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ ।ତା'ପରେ ରୋଷ…

ରାଜ୍ୟରେ ବଳକା ବିଦ୍ୟୁତ ଦାବି ସରକାରଙ୍କ ବାହାସ୍ପୋଟ ! ମଧ୍ୟପ୍ରଦେଶ ସହ ଚୁକ୍ତିକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ରାଜ୍ୟ ସରକାର ଦାବି କରୁଥିଲେ ଯେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ଏବେ ଏହା ଏକ ବାହାସ୍ପୋଟ ବୋଲି ଜଣାପଡିଛି। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିଭ୍ରାଟରୁ ଦୂରେଇ ରହିବାକୁ ଯାଇ ମଧ୍ୟପ୍ରଦେଶର ସହ ଚୁ୍କ୍ତି…

ଓ୍ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବେ ବାଇଡେନଙ୍କୁ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବୁଧବାର ଅନେକ ଲୋକଙ୍କୁ ଭେଟିଥିଲେ। ମିଳିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସେ ମଧ୍ୟ ଭାଗ ନେଇଥିଲେ। ଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନ୍ୟୁୟର୍କରୁ ପ୍ରଧାନମନ୍ତ୍ରୀ ୱାଶିଂଟନ୍…