Latest Odisha News

BREAKING NEWS

ଅନଲାଇନ୍ ଜୁଆ ଖେଳ, ଦେବଗଡ଼ରୁ ୬ ଗିରଫ

ଦେବଗଡ଼: ବେଆଇନ୍ ଭାବେ ଅନଲାଇନ୍ ଜୁଆ ଖେଳ ମାମଲାରେ ୬ ଜଣ ଯୁବକଙ୍କୁ ଦେବଗଡ଼ ଜିଲ୍ଲାରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ର ଆଦର୍ଶ ଥାନା ପୋଲିସ ଲାଲୁସାହୁ ସ୍ଥିତ ଏକ ଭଡ଼ାଘରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ରେଡ୍ ବେଳେ ୬ ଯୁବକ ଧରା ପଡ଼ିଛନ୍ତି । ୬…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

ଚୁଲି ଜାଳି ରୋଷେଇ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବର୍ତ୍ତମାନ ଆଇପିଏଲ୍ ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍‌ସ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ସେ ସବୁବେଳେ ଆଗରେ ଥାନ୍ତିି । ଏଥିଲାଗି ସେ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି । ଏବେ…

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଏକ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୩୬, ନେରିଜ କ୍ଲାସେନ ୪୭ ଓ ଅବଦୁଲ ସମଦ…

ବିଶ୍ୱର ସବୁଠୁ ବୟସ୍କ କୁକୁର ପାଳିଲା ଧୁମ୍‌ଧାମ୍‌ରେ ଜନ୍ମଦିନ

ପର୍ତ୍ତୁଗାଲ: ଦୀର୍ଘଜୀବୀ ମଣିଷ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣତଃ ମଣିଷର ହାରାହାରି ବୟସ ଷାଠିଏ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ଲୋକ ସେମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଦୀର୍ଘାୟୁ ରହିଥାନ୍ତି । ଏପରିକି ପଶୁମାନଙ୍କର ମଧ୍ୟ ବୟସ ସୀମା ଅଛି । ଆଜି ଆମେ ଯେଉଁ କୁକୁର…

ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣ ହେଲେ ପାକିସ୍ତାନ କ୍ରିକେଟ ଟିମ କୋଚ

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ଗ୍ରାଂଟ ବ୍ରେଡବର୍ଣ୍ଣଙ୍କୁ ଜାତୀୟ ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରିଛି । ୧୩ ମେରୁ ୨ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆଣ୍ଡ୍ର‌୍ୟୁ ପୁଟିକ ବ୍ୟାଟ୍ସମ୍ୟାନ କୋଚ, ଡ୍ରିକସ…

୨୬ ବର୍ଷ ବଡ଼ ଶିକ୍ଷୟିତ୍ରୀଙ୍କ ପ୍ରେମରେ ପଡ଼ିଲେ ଛାତ୍ର, ବିବାହ କରି ଚର୍ଚ୍ଚାରେ

ମାଲେସିଆ: କଥାରେ ଅଛି ପ୍ରେମ ହେଉଛି ଅନ୍ଧ । ପ୍ରେମରେ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ସ୍ଥିତି କିଛି ବି ଦେଖାଯାଏ ନାହିଁ । କେବଳ ଭଲ ପାଇବା ହିଁ ଥାଏ । ଏବେ ସେମିତି ଜଣେ ଛାତ୍ରଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ନିଶ୍ଚିତ କହିବେ ଯେ ପ୍ରେମ ପ୍ରକୃତରେ ଅନ୍ଧ । ଛାତ୍ର ଜଣକ ତାଙ୍କଠାରୁ ୨୬…

ଡବ୍ଲ୍ୟୁଏଫଆଇର ସମସ୍ତ ପଦାଧିକାରୀଙ୍କ ଉପରେ ଆଇଓଏ ଲଗାଇଲା ପ୍ରତିବନ୍ଧ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ସମସ୍ତ ପଦାଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ବ୍ୟତୀତ ସମସ୍ତ ଡକ୍ୟୁମେଂଟ, ଆକାଂଉଟସ, ଟୁର୍ଣ୍ଣାମେଂଟର ଲଗଇନ ୱେବସାଇଟ ଏବଂ ଅନ୍ୟ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ହସ୍ତାନ୍ତର କରିବାକୁ…

ଆମେରିକା ଓ କାନାଡାରେ ରିଲିଜ୍ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ବଲିଉଡ଼ ଫିଲ୍ମ ‘ଦ କେରଲା ଷ୍ଟୋରି’ ଶୁକ୍ରବାର ଆମେରିକା ଓ କାନାଡାରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ଜଣାଯାଇଛି । ଦୁଇ ଦିନ ମଧ୍ୟରେ ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଆମେରିକା ଓ କାନାଡ଼ାରେ ଏହି ଫିଲ୍ମ ଭଲ…