Latest Odisha News

BREAKING NEWS

ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ ୧୧ ବର୍ଷର କୁନି ଝିଅ: ତାରା ଗଣିବାକୁ ରଖିଛନ୍ତି ସ୍ୱପ୍ନ

ମେକ୍ସିକୋ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି କିଏ? ନିଶ୍ଚିତ ଭାବରେ ଆପଣ ଆଲବର୍ଟ ଆଇନଷ୍ଟାଇନ କିମ୍ବା ଷ୍ଟିଫେନ୍ ହକିଙ୍ଗଙ୍କ ନାମ କହିବେ । କିନ୍ତୁ ମେକ୍ସିକୋର ଜଣେ କୁନି ଝିଅର ଜ୍ଞାନ ଉଭୟଙ୍କ ଅପେକ୍ଷା ତୀବ୍ର । ଏହି ଝିଅଟି ମାତ୍ର ୧୧ ବର୍ଷ ବୟସରେ…

ରିଲିଜ୍ ହେଲା ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ନିର୍ଦ୍ଦେଶକ ଓମ୍ ରାଉତ୍‌ଙ୍କ ଏହି…

ୱାର ୨ ପାଇଁ ଜୁନିୟର ଏନଟିଆର ଦାବୀ କରୁଛନ୍ତି ୩୦ କୋଟି !

ମୁମ୍ବାଇ: ଆରଆରଆର ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବା ସ୍ୱାଭାବିକ । ଆୟନ ମୂର୍ଖାଜୀଙ୍କ ୱାର ୨ରେ ସେ ହ୍ରିତିକ ରୋଶନଙ୍କ ବିପକ୍ଷରେ ନେେଗେଟିଭ ରୋଲ କରିବାକୁ ରାଜି ହୋଇଛନ୍ତି । ତେବେ ପିଙ୍କ ଭିଲ୍ଲାରେ ପ୍ରକାଶିତ…

୨୦୦ କେଜିର କେକ୍ ପ୍ୟାଲେସ୍ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ କଲେ ମହିଳା

ପୁଣେ: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ତେବେ ନିକଟରେ ଏହି ସୁନ୍ଦର ପ୍ୟାଲେସକୁ କେକ୍‌ରେ ଡ଼ିଜାଇନ୍ ଦେଇ ପୁଣେର ଜଣେ ମହିଳା ଏବେ ବିଶ୍ୱ ରେକର୍ଡ଼ କରିଛନ୍ତି । ପୁଣେରେ ରୁହନ୍ତି ୩୭ ବର୍ଷୀୟା ପ୍ରାଚୀ ଧବଲ ଦେବ । ସେ ଜଣେ କେକ୍…

କୋହଲି-ଗମ୍ଭୀରଙ୍କ ବିବାଦକୁ ନେଇ ଭିଡିଓ ଗେମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ଏହି ବିବାଦକୁ ନେଇ ପ୍ରଶଂସକମାନେ ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲେ । ଏହା ଦେଖି ଜଣେ ପ୍ରଶଂସକ ନିଜ କ୍ରିଏଟିଭିଟି ବ୍ୟବହାର କରି ଏକ ଭିଡିଓ ଗେମ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଗେମ…

ବଲାଙ୍ଗିର ଦୁର୍ଘଟଣା: ସାନ ଝିଅ ପରେ ଆଖି ବୁଜିଲେ ବଡଝିଅ ଓ ବାପା

ବଲାଙ୍ଗିର:ମୃତ୍ୟୁ ଏମିତି ଅତର୍କିତ ଆସେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଘରୁ ବାହାରିଥିଲେ  ବାପାଙ୍କ ସହ ଦୁଇ ଝିଅ । ଆଧାରକାର୍ଡ ଅପଡେଟ କରିବେ । ପୁଣି ଘରକୁ ଫେରିବେ । ହେଲେ କେହି ଫେରିଲେନି । ଜଣକ ପରେ ଜଣେ ଚାଲିଗଲେ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ସକାଳେ…

୧୩ରେ ନିର୍ବନ୍ଧ: ଏକାଠି ଦିଲ୍ଲୀ ଗଲେ ରାଘବ-ପରିଣୀତି

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ମଙ୍ଗଳବାର ଉଭୟ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛନ୍ତିି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ , ଉଭୟଙ୍କ ନିର୍ବନ୍ଧ ଆସନ୍ତା ୧୩…

ପୋଷା କୁକୁର ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି । ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ । ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ । ନ ମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି…

କୁନୋ ନ୍ୟାସନାଲ୍ ପାର୍କରେ ଆଖି ବୁଜିଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତା

ଭୋପାଳ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଛି ଚିତା ‘ଦକ୍ଷା’ ଆଖି ବୁଜିଛି । ଦକ୍ଷିଣ ଆଫ୍ରିକାର ନାମିବିଆରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହେଲାଣି । ଗତମାସରେ କୁନୋ ଜାତୀୟ…

ବିବାହ ସମୟରେ କନ୍ୟା ପିନ୍ଧିଲେ ଅଜବ ଡ଼୍ରେସ, ଅତିଥି ହେଲେ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲିଆ: ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏଥିଲାଗି ଅନେକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରନ୍ତି । ଖାସ୍ କରି କନ୍ୟା କିପରି ଶାଢୀ ପିନ୍ଧିବ, କେମିତି ମେକ୍‌ଅପ ହେବ ସେ ନେଇ ବେଶୀ ଗୁରୁତ୍ୱ ଦେଇଥାଏ । ହେଲେ ଜଣେ ଯୁବତୀ ବିବାହ ସମୟରେ ଏପରି ଡ଼୍ରେସ ପିନ୍ଧିଛନ୍ତି, ଶେଷରେ…