Latest Odisha News

BREAKING NEWS

କାଚ ଭାଙ୍ଗି ଇମ୍ରାନଙ୍କୁ ଉଠାଇ ନେଲେ ରେଞ୍ଜର: ସାମ୍ନାକୁ ଆସିଲା ଭିଡିଓ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି । ଗିରଫ ସମୟରେ ଇମ୍ରାନଙ୍କ ଓକିଲଙ୍କୁ ଆକ୍ରମଣ ହୋଇଛି । ଏଥିରେ ସେ ଲହୁଲୁହାଣ ହୋଇଛନ୍ତି…

ବଦଳିବ ଭାରତୀୟ ସେନାର ଡ୍ରେସ କୋଡ

ନୂଆଦିଲ୍ଲୀ: ବଦଳିବ ଭାରତୀୟ ଆର୍ମିର  ଡ୍ରେସ କୋଡ । ଇଣ୍ଡିଆନ ଆର୍ମିର ୟୁନିଫର୍ମ ବଦଳିବ ଏବଂ ଗୋଟିଏ ପ୍ରକାର ୟୁନିଫର୍ମ ଲାଗୁ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏଣିକି ବ୍ରିଗ୍ରେଡିୟର ଏବଂ ଏହାର ଉପର ରାଙ୍କର ଅଧିକାରୀମାନଙ୍କ ପାଇଁ ଆସିବ ଗୋଟିଏ ପ୍ରକାର ୟୁନିଫର୍ମ । ତେବେ ସେନାର…

ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ ଆୟୋଜନ ନେଇ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ହାତରୁ ଆୟୋଜକ ଅଧିକାର ଛଡେଇ ନେଇଛି । ପୂର୍ବ ରିପୋର୍ଟ ଅନୁସାରେ ୟୁଏଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥାନ୍ତା ଏବଂ ଅନ୍ୟ ମ୍ୟାଚ ସବୁ ପାକିସ୍ତାନରେ ଆୟୋଜିତ ହୋଇଥାନ୍ତା ।…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତହରୀକ-ଇ-ଇନସାଫର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି । କୁହାଯାଉଛି, ଇମ୍ରାନ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନରାଲ…

୨୦୨୭ ସୁଦ୍ଧା ବ୍ୟାନ ହୋଇପାର ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ରାସ୍ତାରେ ଆଉ ଗଡି ପାରିବନି ଡିଜେଲ ଗାଡି । ୨୦୨୭ ସୁଦ୍ଧା ବନ୍ଦ ହୋଇପାରେ ଡିଜେଲ ଗାଡି ଚଳାଚଳ । ଡିଜେଲ ଗାଡି ଚଳାଚଳ ଉପରେ କଟକଣା   ଲଗାଇ ପାରନ୍ତି ସରକାର । ଏଣିକି ଡିଜେଲ ଗାଡି ବଦଳରେ ଇଲେକ୍ଟ୍ରି ଏବଂ ଗ୍ୟାସ ଚାଳିତ ଗାଡି ଚଳାଚଳ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏ ନେଇ…

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ…

ନବୀନ-ନୀତିଶ ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ, ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହେଲାନି

ଭୁବନେଶ୍ୱର: ନବୀନ ନିବାସରେ ଦୁଇ ମଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହେଲା । ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଲା ଆଲୋଚନା । ହେଲେ ମେଣ୍ଟ ସମ୍ପର୍କରେ ନୁହେଁ । ଜମି ପ୍ରଦାନ ସମ୍ପର୍କରେ  । ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ନବୀନ-ନୀତିଶ ସାକ୍ଷାତ…

ସ୍ୱଳ୍ପ ଗଳ୍ପ : କିଛି ବ୍ୟାଙ୍କ କର୍ମଚାରୀ, ଏକଦା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୭ ଗୋଟିଏ ବିଶେଷ ବର୍ଗ ତଥା କିଛି ବିଶେଷ ବ୍ୟାଙ୍କ କର୍ମଚାରୀଙ୍କୁ ଆଧାର କରି ଏଇ ଲେଖାଟି ଲିଖିତ। ପ୍ରଥମରୁ ଗୋଟିଏ ସ୍ପଷ୍ଟୀକରଣ। ସବୁ ବୃତ୍ତିରେ କିଛି ନା କିଛି ମାଙ୍କଡାମୀ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ରହିଥାଏ।…

ବନ ବିଭାଗର ଦୀର୍ଘ ୫ ଘଣ୍ଟା ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ହାତୀ

ଅନୁଗୁଳ : ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସିଗଲା ହାତୀ । କୌଣସି ଅସାବଧାନତା କାରଣରୁ ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ ହାତୀ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ , ଗତ ରାତିରେ ହାତୀଟି ପଣସ…

ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି ଶିବ ପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବରିଷ୍ଠ କିରାଣି ଶିବଙ୍କ ସହ ଅନ୍ୟ ଜଣେ ହେମକାନ୍ତ ବିଶିଙ୍କୁ ଭିଜାଲନ୍ସ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି । ଜମି ପଞ୍ଜିକରଣ ଲାଗି ୬ଟି…