Latest Odisha News

BREAKING NEWS

ନବୀନ ନିବାସରେ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ଭେଟିବାକୁ…

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସ ଯାଇଛନ୍ତି । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି ନୀତିଶ କୁମାର । ସୂଚନା ଅନୁସାରେ, ୨ ମୁଖ୍ୟମନ୍ତ୍ରୀ…

ପୁସ୍ତକ ପରିଚୟ : କାକଳି

କବୀ ମନୋରମା ମିଶ୍ରଙ୍କ "କାକଳି" ଏକ ବିହଙ୍ଗମ ଦୃଷ୍ଟି ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : କାକଳି  କବୀ : ମନୋରମା ମିଶ୍ର ପ୍ରକାଶକ ‐ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ବର ପୃଷ୍ଠା ‐ ୯୪, ମୂଲ୍ୟ ‐ ଟ୧୦୦/ ମନୁଷ୍ୟ କେତେ ବସ୍ତୁବାଦୀ ଯେ ଆଖି ଆଗରେ…

ମୋହନଗିରିରେ ପୋଲିସ-ମାଓବାଦୀ ଏନକାଉଣ୍ଟର; ୩ ନକ୍ସଲ ମୃତ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାରରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି  । ସୂଚନା ଅନୁଯାୟୀ,  ଆଜି  ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ…

ବାଇକରେ ଯାଉଥିଲେ ବାପା-ଦୁଇ ଝିଅ; ପଛପଟୁ ପିଟିଦେଲା ବସ୍, ଚାଲିଗଲା ସାନ ଝିଅର ଜୀବନ

ବଲାଙ୍ଗିର:ଆଧାରକାଡ ଅପଡେଟ ପାଇଁ ବାପାଙ୍କ ସାଙ୍ଗରେ ଯାଉଥିଲେ । ହେଲେ ଆଧାରକାର୍ଡରୁ ସବୁଦିନ ପାଇଁ ଝିଅର ଏମିତି ନାଁ ହଜିଯିବ ବୋଲି କିଏ ଭାବିଥିଲା ? ବାପାଙ୍କ ସହ ବାଇକରେ ଆସୁଥିବାବେଳେ ବାଟରେ ଯେମିତି ଜଗି ବସିଥିଲା ଯମ । ଅଧା ରାସ୍ତାରେ ଚାଲିଗଲା ଝିଅର ଜୀବନ । ଏମିତି ଏକ ଦୁଃଖଦ…

୨୪ ଦିନର ସଂଘର୍ଷ ପରେ ଆଖିବୁଜିଲା କଲରାପତରିଆ ବାଘ

ନୂଆପଡା : ଅସୁସ୍ଥ କଲରାପତରିଆ ବାଘର ଆଜି ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ପୂର୍ବରୁ ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା । ଦୀର୍ଘ ୨୪ ଦିନପରେ ଆଜି ବନବିଭାଗ କାର୍ଯ୍ୟାଳୟରେ ବାଘର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର…

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ପ୍ରଯୋଜକ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାଜ୍ୟରେ ‘ଦି କେରଳ ଷ୍ଟୋରୀ’କୁ ବ୍ୟାନ୍ କରିବା ପରେ ବିବାଦ ଆହୁରି ବଢ଼ିଛି। ମମତାଙ୍କ ନିଷ୍ପତ୍ତିଙ୍କ ବିରୋଧରେ ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାନ୍ ହଟାଇବା ସହ ତାମିଲନାଡୁରେ ଫିଲ୍ମର…

ବଢିଲା ତାତି; ସକାଳୁ ସକାଳୁ ଅସହ୍ୟ ଦେଲା ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର:ରାଜ୍ୟରେ ବଢୁଛି ତାତି । ଅସହ୍ୟ ହେଉଛି ଗୁଳୁଗୁଳି । ରାଜଧାନୀରେ ସକାଳ ୮ଟା ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ଆଦ୍ରତା ୭୯ ପ୍ରତିଶତ ରହିଛି । ଗତକାଲିଠାରୁ ମଧ୍ୟ ଆଜି ତାତି ଅଧିକ ରହିଛି । ତାପମାତ୍ରା ଏବଂ ଆଦ୍ରତା ଆହୁରି ବଢିବାର ସମ୍ଭାବନା ରହିଛି । ସକାଳୁ ସକାଳୁ…

ରେଳ ବିଭାଗରେ ବଡ ଦୁର୍ନୀତିର ପର୍ଦ୍ଦାଫାସ; ଉଚିତ ଦାମ ଠାରୁ ୨୫ ରୁ ୪୦% ଅଧିକ ମୂଲ୍ୟରେ କିଣା ହୋଇଛି ଡିଜେଲ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ହାଇସ୍ପିଡ୍ ଡିଜେଲ୍ କିଣିବାକୁ ନେଇ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଭିଜିଲାନ୍ସ ବିଭାଗରେ ରୁଟିନ ଚେକ୍‌ରେ ଏହି ଦୁର୍ନୀତିର ଖୁଲାସା ହୋଇଛି। ଭାରତୀୟ ରେଳବାଇ ପକ୍ଷରୁ ଦେଶର ତୈଳ କମ୍ପାନୀଗୁଡ଼ିକ ଠାରୁ କିଣାଯାଇଥିବା ହାଇସ୍ପିଡ୍ ଡିଜେଲରେ ବଡ଼ ଦୁର୍ନୀତି…

ଟେକ୍ସାସ ଗୁଳିକାଣ୍ଡରେ ମୃତ ୯ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ବିଚାରପତିଙ୍କ ଝିଅ

ନୂଆଦିଲ୍ଲୀ: ନିକଟରେ ଆମେରିକାର ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଐଶ୍ୱର୍ଯ୍ୟା ଥାଟିକୋଣ୍ଡା। ଆମେରିକାରେ ସେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ଆହତ ହୋଇ ମ୍ୟାକକିନେ…