ଦୁଃଖୀ ଦେଶ ଭାରତ; ୧୩୫ଟି ଖୁସି ଦେଶ ତାଲିକାରେ ୧୨୫ ନମ୍ବରରେ ରହିଛି
ହଜି ଯାଉଛି ହସ । ଯାହା ସ୍ୱତସ୍ପୃତ ଭାବେ ଓଠରୁ କଣରୁ ନିଗିଡ ଆସିବା କଥା ତାହା ପାଇଁ ଅଭ୍ୟାସ କରିବାକୁ ପଡୁଛି । ସେ ଅଭ୍ୟାସରେ ପୁଣି ଏ ମଣିଷ ଫେଲ ମାରୁଛି । ଯେଉଁ ହସ ପାଇଁ ଏତେ ସଂଘର୍ଷ..ଏତେ ପ୍ରତିଯୋଗିତା ସେ କାହିଁକି ଏମିତି ଦୂରେଇ ଦୂରେଇ ଯାଉଛି । କେଉଁଠି ଏ ଲୁଚି ଯାଉଛି ଏ…