Latest Odisha News

BREAKING NEWS

ପତ୍ନୀ ସହ ଶ୍ୱଶୁର ଘରର ପରିବାର ଲୋକଙ୍କୁ ଜିଅନ୍ତା ଜାଳିଦେଲା ଜ୍ୱାଇଁ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ। ଜିଲ୍ଲାର ମୋହିତପୁରରେ ଜଣେ ଯୁବକ ନିଜ ଶାଶୁ ଘରକୁ ଯାଇ ପତ୍ନୀ, ଝିଅ, ପୁଅ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଜୀବନ୍ତ ଜାଳି ଦେଇଛି। ପତ୍ନୀ ଘରକୁ ନଫେରିବାରୁ ଏହି ୩୦ ବର୍ଷୀୟ ଯୁବକ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏପରି କାଣ୍ଡ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସର୍ବସାଧାରଣଙ୍କୁ ଦୃଶ୍ୟମାନ ସୁଉଚ୍ଚ ପ୍ରାଚିରୀକୁ କୁହାଯାଏ ମେଘନାଦ ପ୍ରାଚୀରମାଦଳା ପାଞ୍ଜିରେ ଉଲ୍ଲେଖ ଅଛି। "ମତ୍ତଭାନୁ କପିଳେନ୍ଦ୍ର ଦେବ, ନିଜ…

ଦିଲ୍ଲୀରେ ୨୦୦୦ କିଲୋରୁ ଅଧିକ ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଆସୁଛି ଦୀପାବଳି, ଆରମ୍ଭ ହେଲାଣି ବେଆଇନ ବାଣ କାରବାର। ମଙ୍ଗଳବାର ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି। ଦିଲ୍ଲୀ…

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି । ଚାଷୀମାନଙ୍କୁ ସେମାନଙ୍କର…

ଠିକା ନିଯୁକ୍ତି ପ୍ରଥାରୁ ହଟିଲେନି ପ୍ରାଥମିକ ସ୍କୁଲର ଶିକ୍ଷକ, ଝାଡିଲେ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରଥା ହଟାଇଛନ୍ତି । ଏପରି କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳର ନେତା କହୁଛନ୍ତି । କିନ୍ତୁ ସରକାର ଯେଉଁ ଠିକା ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ତାହା ସମସ୍ତଙ୍କ ପାଇଁ ନୁହେଁ ବୋଲି ସୂଚନା ରହିଛି । ଆଉ ଯେଉଁମାନେ ଠିକାରୁ…

କିଏ ହେବେ କଂଗ୍ରେସ ସଭାପତି ? ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ​​ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ହେବେ କି ଶଶୀ ଥରୁର ।  ଆଜି 24 ବର୍ଷ ପରେ କଂଗ୍ରେସ ଏହାର ପ୍ରଥମ ଅଣ-ଗାନ୍ଧୀ ସଭାପତି ପାଇବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ଆଜି  ବୁଧବାର ଦିନ ଅନୁଷ୍ଠିତ ହେବ।  24 ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୂରାତନ…

ଭାରତୀୟ ଟିମ ପାକିସ୍ତାନ ଗସ୍ତ ନକଲେ ଦିନିକିଆ ବିଶ୍ୱକପରୁ ଓହରିଯିବାକୁ ଚେତାବନୀ ଦେଲା ପାକିସ୍ତାନ!

ଇସଲାମାବାଦ: ପାକିସ୍ତାନରେ ଏବେ କ୍ରିକେଟକୁ ନେଇ ଚର୍ଚା ଜୋର ଧରିଛି ।  ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ କହିବା ପରେ ପାକିସ୍ତାନରେ ଏବେ ଘନ ଘନ ବୈଠକ ଚାଲିଛି ।  ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତ ।…

ଅଧିକ ସୁଧର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ଗିରଫ

ଭୁବନେଶ୍ୱର: ଅଧିକ ସୁଧର ଲୋଭ ଦେଖାଇ ଠକେଇ କରିଥିବା ଅଭିଯୋଗରେ ଚିଟ୍ ଫଣ୍ଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜୟଦୀପ ରାହା ଗିରଫ । ଓଡିଶା କ୍ରାଇମବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ଏହି ଗିରଫ କରିଛି । ଓଡିଶାରୁ ୨.୬୨ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ରହିଛି। ୨୦୧୦ରୁ…

ଇଣ୍ଡୋନେସିଆରେ ହିଂସାକାଣ୍ଡ ଘଟିଥିବା ଫୁଟବଲ ଷ୍ଟାଡିୟମ ମାଟିରେ ମିଶିବ

ଇଣ୍ଡୋନେସିଆ ସରକାର ଯେଉଁ ଷ୍ଟାଡିୟମରେ 133 ଜଣ ଲୋକ ମରିଥିଲେ ତାକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କଂଜୁରହାନ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ପରେ ଦଳାଚକଟା ହୋଇ ଦୁଇ ସପ୍ତାହ ତଳେ 133 ଲୋକ ପ୍ରାଣ ହରାଇଥିଲେ । ଏଥିପାଇଁ ସାରା ବିଶ୍ବରେ ଇଣ୍ଡୋନେସିଆକୁ ସମାଲୋଚନା କରାଯାଇଥିଲା…

ଓମିକ୍ରନର ନୂଆ ସବ ଭାରିଆଣ୍ଟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ: କୋଭିଡ-19 ଚିନ୍ତା ପୁଣି ଫେରିଛି । ଓମିକ୍ରନର ଏକ ନୂଆ ସବ ଭାରିଆଣ୍ଟ ଏକ୍ସବିବିର ପ୍ରଥମ କେସ୍ ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଲୋକମାନଙ୍କୁ ସଚେତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟ ସ୍ୱାସ୍ଥ୍ୟ…