ପାକିସ୍ତାନରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୂଖ୍ୟ ପରମଜିତଙ୍କୁ ଗୁଳି କରି ହତ୍ୟା
ଲାହୋର: ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସର ମୂଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ ଗୁଳି କରି ହତ୍ୟା କରାଯାଇଛି । ସେ ରହୁଥିବା ସୋସାଇଟିରେ ବାଇକରେ ଦୁଇ ଜଣ ଆସି ଗୁଳି କରିବା ପରେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ପରମଜିତଙ୍କ ମୃତ୍ୟୁ ଘଟିଥିଲା । ଏଠାରେ ସିଏ ମାଲିକ…