Latest Odisha News

BREAKING NEWS

ଜୟ ବଜରଙ୍ଗବାଲୀ ଧ୍ୱନି ଭିତରେ ପ୍ରିୟଙ୍କାଙ୍କ ଏମପି ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଜୟ ବଜରଙ୍ଗବାଲିରୁ କଂଗ୍ରେସ ଆରମ୍ଭ କରିଛି ପ୍ରଚାର। ରାଜ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦମଦାର ଏଣ୍ଟ୍ରି କରିବା ସହ ମଧ୍ୟପ୍ରଦେଶ ଭାବାବେଗ ସହ ଜଡିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମଧ୍ୟପ୍ରଦେଶ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମେ ନର୍ମଦା…

ଅଜବ ଚାକିରି: ମାଗଣାରେ ପିଜା, ପନିର ଖାଆନ୍ତୁ, ମୋଟା ଦରମା ପାଆନ୍ତୁ

ସମସ୍ତେ ନିଜ ପସନ୍ଦର ଚାକିରି କରିବାକୁ ଚାହାଁନ୍ତି । ଯେଉଁମାନେ ଖାଇବା ପିଇବାକୁ ଭଲ ପାଆନ୍ତି ସେମାନେ ଇଚ୍ଛା କରନ୍ତି ଯେ, ସେମାନେ ଏପରି ଏକ ସ୍ଥାନରେ ଚାକିରି କରିବେ ଯେଉଁଠାରେ ବହୁତ ସୁସ୍ୱାଦୁ ଖାଦ୍ୟ ମିଳିପାରୁଥିବ । ତଥାପି ସବୁ ସୁବିଧା ମିଳି ନ ଥାଏ । କେଉଁଠି ଦରମା ଭଲ ଥିଲେ ପରିବେଶ…

ଯୁକ୍ତ ୩ ନାମଲେଖା: ଅନଲାଇନ୍ ଫର୍ମପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ତିନି ଅନଲାଇନ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ । ଛାତ୍ରଛାତ୍ରୀ  ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ । ଜୁଲାଇ ୧୪ରେ ପ୍ରକାଶ ପାଇବ…

ଝିଅର ‘ମୁଖେ ଭାତ୍‌’ ପାଳିଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅକୁ ସମୟ ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଝିଅ ଦେବୀର ପ୍ରତ୍ୟେକ ସମାରୋହକୁ ଏକ ବିଶେଷ ଉତ୍ସବରେ ପାଳନ କରୁଛନ୍ତି । ନିକଟରେ ଝିଅର ‘ମୁଖେ ଭାତ୍‌’ ତଥା…

ଏବେ ଅଛନ୍ତି ୩ ପତ୍ନୀ ଓ ୬୦ ପିଲା … ତଥାପି ଆହୁରି ଇଛା

ପାକିସ୍ତାନ: ଆଜିକାଲି ସମସ୍ତଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଯଥେଷ୍ଟ । କାରଣ ପିଲାମାନଙ୍କ ପାଠପଢା ତଥା ଖାଦ୍ୟପେୟ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଖାସ୍ ଏହି କାରଣରୁ ନିଜର ଗୋଟିଏ କି ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତି ଦମ୍ପତ୍ତି । କିନ୍ତୁ ଏମିତି ବି ଜଣେ…

ସାଢେ ଦୁଇଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୩.୮, ଆହୁରି ୫ ଦିନ ଜାଳିବ

ଭୁବନେଶ୍ୱର: ରାଜଧାନୀରେ ଅହସ୍ୟ ଗୁଳୁଗୁଳି ଓ ତାତି । ଖାଲି ରାଜଧାନୀ ନୁହେଁ ସାରା ଓଡ଼ିଶା ଆଜି ଛଟପଟ ହେଉଛି ଖରାତାତିରେ । ସକାଳ ୫ଟାରୁ ଆଜି ତାପମାତ୍ର  ବୃଦ୍ଧି ଦେଖି ଖରା ଅସହ୍ୟ ହେବ ବୋଲି ଅନୁମାନ କରାଯାଉଥିଲା । ଅପରାହ୍ନ ସାଢେ ୨ଟା ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇ ରାଜଧାନୀ  ୪୩.୮…

୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା

ମୁମ୍ବାଇ: ୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା । ତାଙ୍କଠାରୁ ୯ ବର୍ଷର ଈରା ତ୍ରିବେଦୀଙ୍କୁ ବିବାହ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ବିବାହ ଉତ୍ସବରେ ଅନେକ ଅଭିନେତା,ଅଭିନେତ୍ରୀ, ପ୍ରଯୋଜକ, ଡ଼ାଇରେକ୍ଟରଙ୍କ ସହ ବହୁ ସମ୍ପର୍କୀୟ ଯୋଗ ଦେଇଥିଲେ । ଏହି…

ଓଟିଟିରେ ରିଲିଜ ହେବ ନୱାଜୁଦ୍ଦିନ ସିଦ୍ଦିକି ଓ ଅବନୀତ୍ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’

ମୁମ୍ବାଇ: ବଲିଉଡର ନିର୍ଭୀକ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବୟାନବାଜି ଯୋଗୁଁ ସର୍ବଦା ଲାଇମଲାଇଟର ଶୀର୍ଷରେ ଥାନ୍ତି। ଏଥି ସହିତ କଙ୍ଗନାଙ୍କ ନାମ ଏବେ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ତାପସୀ ପନ୍ନୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି କିଛି ଭାରତୀୟ ଅଭିନେତ୍ରୀଙ୍କ ସହ ମଧ୍ୟ ଜଡିତ…

ଆମେରିକାରେ “ମୋଦି ଜୀ” ଥାଳି

ୱାଶିଂଟନ: ନିଜର ବିଦେଶ ଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି ଥରେ ପ୍ରସ୍ତାବିତ ଆମେରିକା ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଧାନମନ୍ତ୍ରୀ ପୁଣିଥରେ ଆମେରିକା ଗସ୍ତରେ ଯାଉଥିବାରୁ ସେଠାରେ ଅବସ୍ଥାପିତ ମୂଳ ଭାରତୀୟମାନେ ବେଶ୍ ଉତ୍ସାହିତ ।…

ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ; ମା’ ଗୁରୁତର

 ଦେବଗଡ: ମହଙ୍ଗା ପଡ଼ିଲା ମଦ ନିଶା । ନିଶା ପାଖରେ ଫିକା ପଡିଲା ରକ୍ତ ସମ୍ପର୍କ । ହଜିଗଲା ବିବେକବୋଧ । ମଦ ନିଶାରେ ବାପାକୁ ହାଣିଦେଲା । ବାପାକୁ ବଞ୍ଚାଇବାକୁ ଆସି ମା’ ବି ହେଲା ଆକ୍ରୋଶର ଶିକାର । ଆଉ ଏପଟେ ନିଶା ଉତୁରିଲା ବେଳକୁ ହତ୍ୟାକାରୀ ପୁଅ ଏବେ ଜେଲ ଚାରିକାନ୍ଥ ଭିତରେ । ଏମିତି…