Latest Odisha News

BREAKING NEWS

ଅନୁଭବଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ, ସାଇବର ଥାନାରେ ଏତଲା

ଭୁବନେଶ୍ୱର: ସାଇବର ଅପରାଧୀଙ୍କ ଜାଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର ଅନୁଭବଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇଟି ନକଲି ଆକାଉଣ୍ଟ ଖୋଲାଯାଇଛି। ଗତ କିଛି ଦିନ ହେବ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଇ ଅପବ୍ୟବହାର କରାଯାଉଛି। ଏହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି ସବୁ କଥା ତା ମନକୁ ଖୁବ ଭାରାକ୍ରାନ୍ତ କରି ପକାଉଥିଲା ! ଦିନ ଏଗାର ଟା ରୁ ଦିହିପହର ହୋଇଗଲା ! ହେଲେ  ?ବିଛଣାରେ ପଡି ପଡି , ବ୍ୟସ୍ତ ହୋଇ ହୋଇ ହାଲ୍କା ଆଖି ଲାଗିଯାଇଥିଲା ଆସ୍ଥାର । ହଠାତ୍ ସେଲ୍ ଫୋନଟି ଅତର୍କିତ…

ଆପଣ ଜାଣିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଫିଲ୍ମରେ ଅଭିନୟ କରିଛନ୍ତି ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ, ଓଡ଼ିଶା ନୁହେଁ ସାରା ଦେଶରେ ପରିଚିତ ଏହି ନାମ। ଲମ୍ବା ଅଭିଭାଷଣ ଦେଇ ଜାଣିପାରିନଥିବା ଏହି ନେତା ଅଧିକାଂଶ ସମୟ ନିରବ ରୁହନ୍ତି। ରାଜନୀତିରେ ପାଦ ଥାପିବା ପୂର୍ବରୁ ଜଣେ ଲେଖକ ଭାବେ ପରିଚିତ ଥିବା ଏହି ବ୍ୟକ୍ତି ଜଣଙ୍କ ଅକ୍ଚୋବର ୧୬ରେ ୭୭ ବର୍ଷରେ ପଦାର୍ପଣ…

ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗ ଦେବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ। ଏହାସହ ଏଠାରେ ରୋଡ ଶୋ…

ଆଜି କ’ଣ ଗିରଫ ହେବେ ମନୀଷ ସିସୋଦିଆ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦ୍ବିତୀୟ ଥର ପାଇଁ ଆଜି ସିବିଆଇ ଜେରାର ସାମ୍ନା କରିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ସିବିଆଇ ଅଫିସକୁ ଆସି ସେ ଆଜି ନିଜ ପକ୍ଷ ରଖିବେ। ଏହାପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ୧୦ ହଜାର କୋଟି ଟଙ୍କାର…

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ…

ଭାଷା ଭାଗବତ : ଶବ୍ଦହରା ମତାମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧରାବଂଧା ମତ, ଅମତ ହେଲେ ହେଁ କଥିତ, ଲିଖିତ ତା ଯୋଗୁଁ ଭାଷା କି ସାହିତ୍ୟ କେବେ ତ ହୁଏନି ଆଦୃତ ' ଭଲ, ବଢ଼ିଆ, ଚମତ୍କାର ' ଭଳିଆ ଶବ୍ଦ ବ୍ୟବହାର କରି ଜଣାଉଁ ଅଭିମତ ସାହିତ୍ୟ ହୁଏନି ବିସ୍ତୃତ ଶ୍ରଦ୍ଧା ସହିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଆଦି ସ୍ୱରୂପ ଶ୍ରୀନୃସିଂହଙ୍କୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ନାମରେ ଓ ବିଭିନ୍ନ ରୂପରେ ବିରାଜିତ ହୋଇଥିବାର ବିବରଣୀ ଆମେ ଜାଣିଲେ। ଏତେ ସବୁ…

ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ପଠାଇବ ଟଙ୍କା

ନୂଆଦିଲ୍ଲୀ: ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ପଠାଇବେ ଟଙ୍କା। ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀରେ ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ର ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦୀ ପିଏମ୍ -…

ମାର୍ଚ୍ଚ ସୁଦ୍ଧା ରାଜ୍ୟର ୮ଟି ସହରରେ ୫ଜି ସେବା ମିଳିବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ସୁଦ୍ଧା ଓଡିଶାବାସୀ ୫ଜି ସେବାର ମଜା ନେବେ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ କେତୋଟି ସହରରେ ୫ଜି ସେବା ଆରମ୍ଭ ହେବ ତନ୍ମଧ୍ୟରେ ଓଡିଶାର ୮ଟି ପ୍ରମୁଖ ସହର ରହିଛି। ହେଲେ କେଉଁ କେଉଁ ସହର…