ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ
ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା ।
ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ ।…