ଦିଲ୍ଲୀର କ୍ରମାଗତ ୫ମ ପରାଜୟ
ବାଙ୍ଗାଲୋର: ଏଠାରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୩ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀର ଏହା କ୍ରମାଗତ ୫ମ ପରାଜୟ । ସମସ୍ତ ରଣନୀତି ଆପଣାଉଥିଲେ ମଧ୍ୟ ଦଳ ବିଜୟ ଧାରାକୁ ଫେରିପାରିନି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର…