ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପରେ ଆଇଟିଡିଏ ଅଧିକାରୀ କୋଟିଆ ଗସ୍ତରେ, ନିରବଦ୍ରଷ୍ଟା ରାଜ୍ୟ ସରକାର!
ଭୁବନେଶ୍ୱର: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍ନ ଦୋରା କୋଟିଆ ଗସ୍ତ କରିବାର ଦିନକ ପରେ ତାଙ୍କ ସରକାରର ଆଇଟିଡିଏ ଅଧିକାରୀ କୋଟିଆ ଗସ୍ତରେ ଆସିଛନ୍ତି। ଯାହା ଆନ୍ଧ୍ର କୋଟିଆକୁ ନେଇ କେତେ ଗମ୍ଭୀର ବୋଲି ବୁଝାପଡୁଛି। ହେଲେ ରାଜ୍ୟ ସରକାର ଏ ବାବଦରେ ସେଭଳି କୌଣସି…