Latest Odisha News

BREAKING NEWS

ଧାମନଗର: ମହିଳା ସଶକ୍ତିକରଣର ବାର୍ତ୍ତା ଦେବାକୁ ଯାଇ ‘ଆନୁଗତ୍ୟ’କୁ ବିଜେଡିରେ ଅଣଦେଖା?

ଭୁବନେଶ୍ୱର: ବୋଧହୁଏ ନିକଟ ଅତୀତରେ ବିଜେଡି ଏଭଳି ଏକ ଅଡୁଆରେ ପଡ଼ିନଥିଲା ଯେଉଁଠି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇଥିବ। ଆଉ ଦଳୀୟ ପ୍ରାର୍ଥୀକୁ ସୁପ୍ରିମୋଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ନିଜେ…

ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ହେବ, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାସକ ମଧ୍ୟରେ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ନିୟମ ଉଚ୍ଛେଦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏଭଳି ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘ (ଓଜିସିଏ) ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଓଜିସିଏ…

ସମାଲୋଚନା ପରେ ଆଲୋଚନାକୁ ସମ୍ମତି ପ୍ରକାଶ କଲା ଋଷ

ମସ୍କୋ: ନିୟର୍କରେ ବିଶ୍ବନେତାମାନେ ପୁଟିନଙ୍କ ନିଷ୍ପତ୍ତିକୁ ସମାଲୋଚନା ତଥା ନିନ୍ଦା କରିବା ପରେ ପୁଟିନ ନିଜର ନିଷ୍ପତ୍ତି ବଦଳାଇଥିବା ଚର୍ଚା ଜୋର ଧରିଛି । ଯୁଦ୍ଧ ଦ୍ବାରା ନୁହେଁ ଆଲୋଚନା ମାଧ୍ୟମରେ ମଧ୍ୟ ଲକ୍ଷ୍ୟ ମିଳିପାରିବ ବୋଲି କହିଛନ୍ତି ପୁଟିନ ସରକାରଙ୍କ ମୁଖପାତ୍ର । ମିଳିତ…

ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର:  ରାଜ୍ୟ ସରକାର ଓଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟର ୧୩୯ ଜଣ  ଓଏଏସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଓ ପୋଷ୍ଟିଂ କରାଯାଇଛି । ବିଜ୍ଞପ୍ତି ଅନୁସାରେ ୧୪…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଯୋଗୁ ସାରା ବିଶ୍ୱରେ ବଢ଼ିବ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ । ଭୁବନେଶ୍ୱର, ଗୋଆ ଏବଂ ନାଭି ମୁମ୍ବାଇରେ ଏହା ଆୟୋଜିତ ହେବ । ବିଶ୍ୱକପର ୭ମ ସଂସ୍କରଣକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ନେଇ ସମସ୍ତ ଉଦ୍ୟମ ହେଉଛି । ଏହା…

ଅଗ୍ନିକାଣ୍ଡର ଦେଢ଼ ମାସ ପରେ ଏମକେସିଜି ସୁପରସ୍ପେସିଆଲିଟି କୋଠାର ଅପରେସନ ଥିଏଟର୍‌ କାର୍ଯ୍ୟକ୍ଷମ

ବ୍ରହ୍ମପୁର: ଏମକେସିଜି ମେଡିକାଲର ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗତ ଅଗଷ୍ଟ ୨୬ରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରଠୁ ଏହି ମହଲାର ସମସ୍ତ ଅପରେସନ ଥିଏଟର୍‌ ବନ୍ଦ ରହିଥିଲା। ମରାମତି ପରେ ଗୁରୁବାର ଠାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ବୋଲି ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର…

ଦୁଇ ବର୍ଷ ପରେ ସରକାରୀ ବୈଠକରେ ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ସଭାପତିତ୍ବ କରିଥିଲେ। ତେବେ ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ…

ଉନାରୁ ବାହାରି ନୂଆଦିଲ୍ଲୀରେ ପହଁଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଅମ୍ବ ଅଂଦୌରା ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବା ଦେଶର ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନୂଆଦିଲ୍ଲୀରେ ପହଁଚିଛି ।  ପ୍ରଧାନମନ୍ତ୍ରୀଙ୍କ ସହିତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ…

ଦାନ ଅର୍ଥ ସଂଗ୍ରହ କରି ବ୍ୟକ୍ତିଗତ ଖର୍ଚ କରୁଥିଲେ ରାଣା ଆୟୁବ: ଇଡି

ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ନାମରେ  ରାଣା ଆୟୁବ ଠକୁଥିଲେ ବୋଲି ଇଡି ପ୍ରକାଶ କରିଛି । ଗାଜିଆବାଦର ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରି କହିଛି ଯେ ରାଣା ଆୟୁବ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଲୋକଙ୍କଠାରୁ ମୋଟା…

ବାବା କେଦାରନାଥଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନି , କେଦାରନାଥ ଧାମରେ ମିଳିବ ଆଇସିୟୁ ସୁବିଧା

ଡେରାଡୁନ: କେଦାରନାଥ ଏବଂ ବଦ୍ରିନାଥ ଧାମ ଦର୍ଶନ କରିଛନ୍ତି ରିଲିୟାନସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି । ଏହି ଅବସରରେ ଦୁଇ ଧାମର ଉନ୍ନତି ପାଇଁ 5 କୋଟି ଟଙ୍କା ଦାନ କରିଛନ୍ତି । ପରିବାର ସହ ବାବାଙ୍କ ଦର୍ଶନ ପରେ କେଦାରନାଥରେ ଚିକିତ୍ସା ସେବା ସହ  ଆଇସିୟୁ ବ୍ୟବସ୍ଥା କରିବାକୁ…