ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ । NCP ( Nationalist Congress Party)ମୁଖ୍ୟ ପଦ ଛାଡ଼ିଲେ ଶରଦ ପାୱାର । ଦଳର ସଭାପତି ପଦରୁ ଦେଲେ ଇସ୍ତଫା । ଶରଦ ନିଜେ ମଙ୍ଗଳବାର ଏମିତି ଏକ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ଏନସିପିରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ…