ଜଲି ଏଲଏଲବି ୩ରେ ସାମ୍ନା ସାମ୍ନି ହେବେ ଅକ୍ଷୟ କୁମାର, ଅର୍ଶାଦ ୱାର୍ସି
ମୁମ୍ବାଇ: ବଲିଉଡର ଏ ଭଳି କେତେକ ଫିଲ୍ମ ଅଛି ଯାହାର ସିକ୍ୱେଲକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଏ ଭଳି ଏକ ଫିଲ୍ମ ହେଲା ଜଲି ଏଲଏଲବି । ଏହାର ତୃତୀୟ ସଂସ୍କରଣରେ ଅକ୍ଷୟ କୁମାର ଏବଂ ଅର୍ଶାଦ ୱାର୍ସି ଏକତ୍ର ଅଭିନୟ କରିବେ ଜଣାପଡିଛି । ସୂଚନାଯୋଗ୍ୟ ୨୦୧୩ରେ ରିଲିଜ ପ୍ରଥମ…