Latest Odisha News

BREAKING NEWS

ସମ୍ବଲପୁର ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ, ପ୍ରକାଶିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରସନ୍ନ

ଭୁବନେଶ୍ୱର: ସମ୍ବଲପୁର ହିଂସା ବାବଦରେ ଗୁଇନ୍ଦା ରିପୋର୍ଟ ଆଗୁଆ ସୂଚନା ଦେଇଥିଲା। କିନ୍ତୁ ଏସପି ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ କରିବାରୁ ହିଂସା ନେଇଛି ଜଣଙ୍କ ଜୀବନ। ଶନିବାର ଗୁଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ଏଭଳି କିଛି କହି ବିରୋଧୀ ସରକାରକୁ ଘେରିଥିବା ବେଳେ ଅଡୁଆରେ…

ବର୍ଜ୍ୟବସ୍ତୁରୁ ନିର୍ମିତ ୭ ସିଟ୍ ବାଇକ୍‌, ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାରରୁ କମ୍ ଟଙ୍କା

ଆଜିକାଲି ସୋସିଆଲ ମିଡ଼ିଆରେ ଏମିତି କିଛି ଦେଖିବାକୁ ମିଳେ, ଯାହା ଅବିଶ୍ୱନୀୟ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହା ଆ୍‌ଶ୍ଚର୍ଯ୍ୟ ଲାଗେ । ଜଣେ ଯୁବକ ବର୍ଜ୍ୟବସ୍ତୁରେ ତିଆରି କରିଛନ୍ତି ୭ ସିଟ୍ ବିଶିଷ୍ଟ ବାଇକ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଚଳାଇବା ପାଇଁ…

ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ’ ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା

ମୁମ୍ବାଇ: ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା ଶର୍ମା । ଟିଭି ଦୁନିଆର ଲୋକପିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' । ଏହି ଧାରାବାହିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କିନ୍ତୁ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା…

ଛାଡପତ୍ର ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ୬ ମାସ ଅପେକ୍ଷା କରିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ଛାଡପତ୍ର ସହ ଜଡିତ ପ୍ରସଙ୍ଗରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ବା ଖଣ୍ଡପୀଠ କହିଛନ୍ତି ଯେ ଯଦି ଦମ୍ପତ୍ତିଙ୍କ ସମ୍ପର୍କର ସୁଧାର ଆଣିବା ପାଇଁ କୌଣସି ସୁଯୋଗ ନାହିଁ, ତେବେ ଦମ୍ପତ୍ତି ୬ ମାସର ବାଧ୍ୟତାମୂଳକ ଅପେକ୍ଷା ପାଇଁ ଅପେକ୍ଷା କରିବେ ନାହିଁ। ସମ୍ବିଧାନ ବେଞ୍ଚ…

ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦ ହରାଇଲେ ପଦ, କୋର୍ଟ ଦ୍ୱାରା ହୋଇଥିଲେ ଦଣ୍ଡିତ

ନୂଆଦିଲ୍ଲୀ: ମାଫିଆ ମୁଖତାର ଅନସାରୀର ବଡ ଭାଇ ଅଫଜଲ ଅନସାରୀର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ସୋମବାର  ଲୋକସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଅଫଜଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ଗାଙ୍ଗଷ୍ଟର ଆକ୍ଟ ମାମଲାରେ ଗାଜୀପୁର…

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…

ରାଜ୍ୟରେ ମାଫିଆ ସରକାର ଚାଲିଛି କହି ଭରାସଭାରେ ଝାରସୁଗୁଡାରେ ବର୍ଷିଲେ ବୈଜୟନ୍ତ ପଣ୍ଡା

ଝାରସୁଗୁଡା: ଓଡ଼ିଶାରେ ଗୁଣ୍ଡାରାଜ ଚାଲିଛି। ରାଜ୍ୟରେ ପ୍ରତି ସପ୍ତାହରେ ତିନିରୁ ଚାରି ଥର ନାବାଳିକା ଓ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଲଇକେରା ଠାରେ ସୋମବାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା…

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ । ଏହି ଫିଲ୍ମ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ଅଭିନେତା ପାର୍ଥସାରଥୀ ରାୟ ନାୟକ ସାଜିଥିବା ବେଳେ ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ…

ବିବାଦୀୟ କୋଟିଆକୁ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ନବୀନଙ୍କୁ କହିଲେ ପିତୃତୁଲ୍ୟ

କୋଟିଆ: କୋଟିଆକୁ ନିଜର ବୋଲି କହି ଦାବି କରିବାକୁ ଆନ୍ଧ୍ରପ୍ରଦେଶ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ବେଳେ ସୋମବାର ବିବାଦୀୟ ଅଞ୍ଚଳ ଗସ୍ତ ସମୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋଟିଆ ଗସ୍ତରେ ଆସିଥିବା…

ଅଜବ ଖାଦ୍ୟ ଖାଇ ଟଙ୍କା ରୋଜଗାର କରୁଛନ୍ତି ଯୁବତୀ

ଅଷ୍ଟ୍ରେଲିଆ: ଦୁନିଆରେ ଅନେକ ଲୋକ ଟଙ୍କା ରୋଜଗାର ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିଛି ଲୋକ ପାଠ ପଢି ଚାକିରି କରି ରୋଜଗାର କରୁଥିବା ବେଳେ ଆଉ କିଛି ଲୋକ ବ୍ୟବସାୟ କରି ରୋଜଗାର କରନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଜଣେ ୧୯ ବର୍ଷର୍ୀୟା ଯୁବତୀ ଅଜବ ଜିନିଷ ଖାଇ କୋଟି କୋଟି ଟଙ୍କା ରୋଜଗାର…