ରାତି ପାହିଲେ U17 ମହିଳା ଫିଫା ବିଶ୍ବକପ: ଭାରତ-ୟୁଏସ ମଧ୍ୟରେ ହେବ ମୁକାବିଲା
ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଅଣ୍ଡର -୧୭ ମହିଳା ଫିଫା ବିଶ୍ବକପ । ଖେଳ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ଓ୍ବାଲ୍ଡ କ୍ଲାସ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀମାନେ ରାଜଧାନୀରେ…