ଟୁଇଟର ପେଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ; ୟୁଜର୍ସ ପଚାରିଲେ ‘ଟେସଲା’ ଭାରତକୁ ଆସିବ କି ?
ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଟୁଇଟରକୁ ହାତକୁ ନେବା ପରେ ଏବେ ସେ ଏକାଧିକ ପରିବରର୍ତ୍ତନ ଆଣି ସାରିଲେଣି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର ପେଜରେ ଫଲୋ କରି ପୁଣି ଥରେ ଚର୍ଚ୍ଚାକୁ…