ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା ଶୁଟିଂ, ହଟିଲା ରେସଲିଂ
ଭିକ୍ଟୋରିଆ: ରାଜ୍ୟଗୋଷ୍ଠୀ କ୍ରୀଡାକୁ ପୁନର୍ବାର ଫେରିଛି ଶୁଟିଂ । ଭିକ୍ଟୋରିଆ ୨୦୨୬ ଗେମ୍ସରେ ଏହାକୁ ସାମିଲ କରାଯାଇଛି । ତେବେ ରେସଲିଂକୁ ହଟେଇ ଦିଆଯାଇଛି । ସଦ୍ୟ ପ୍ରକାଶିତ ସୂଚୀରେ ୨୨ କ୍ରୀଡାର ୨୬ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ । ଏଥିରେ ୯ ପାରା ସ୍ପୋର୍ଟସକୁ ମଧ୍ୟ ସାମିଲ…