ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ ଓ ସମ୍ବଲପୁର ହିଂସା ପରେ ଏନଆଇଏ ତଦନ୍ତ ଦାବି କଲେ ବରଗଡ ସାଂସଦ
ଝାରସୁଗୁଡା: ସମ୍ବଲପୁର ହିଂସା, ପୁରୀ ଓ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲିଙ୍କ୍ ଭଳି ଘଟଣା ପରେ ବିଜେପି ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପ୍ରକାଶ କରିଛି। ବରଗଡ ସାଂସଦ ରାଜ୍ୟରେ ଉପସ୍ଥିତ ଥିବା ଦେଶ ବିରୋଧୀ ତତ୍ୱଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ…