Latest Odisha News

BREAKING NEWS

ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ

ରାଞ୍ଚି: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି। ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି। ଝାଡ଼ଖଣ୍ଡର ଫିଲ୍ମ…

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ଆମ୍ବ ଆଚାର

ଆମ ରନ୍ଧାବଢ଼ାରୁ…. ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪…

ପ୍ରତିଶୋଧ ନେଲା ଇସ୍ରାଏଲ; ଗାଜାର ଲେବନନ ଉପରେ କଲା ଭୟଙ୍କର ଏୟାର୍ ଷ୍ଟ୍ରାଇକ୍

ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ ଗାଜା ପକ୍ଷରୁ ଇସ୍ରାଏଲକୁ ରକେଟ୍‌ ମାଡ଼ କରାଯାଇଥିଲା। ଆଉ ଶୁକ୍ରବାର ଏସ୍ରାଏଲ୍ ଏହାର ପ୍ରତିଶୋଧ ନେଇଛି। ଗତ…

ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷଙ୍କୁ ଜାମିନ, ଆସନ୍ତାକାଲି ଜେଲ୍‌ରୁ ମୁକୁଳିପାରନ୍ତି

ହାଇଦ୍ରାବାଦ: ଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ। ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ୱାରଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟ। ଜେଲ୍‌ରୁ ମୁକୁଳିବା…

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ଟ୍ରେନ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍‌ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍‌ ପାର୍‌ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ…

ପାଣିପାଗ: ୪ ଜିଲ୍ଲାକୁ କୁଆପଥର ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଲଗାତର କିଛିଦିନ ବର୍ଷା ହେବା ପରେ ପୁଣି ଖରା ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ତେବେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟ୍ କଟକ ଭୁବନେଶ୍ୱରରେ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଏଥିରେ କଟକରେ କେତେକ ସ୍ଥାନର ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଆପଣ ନୁହେଁ, କୁହ ସୁଜାତା... ଜିତା ବୋଲି ଡାକ... । - ଆପଣ ଏ ସବୁ କ’ଣ କହୁଛନ୍ତି ? ମୀନାକ୍ଷି ପୁଣି ଆରମ୍ଭ କଲା । ମୁଁ ଅନେକ ସମୟ ହେଲା ଆସିଛି । ବାହାରେ ଝରକା ଆଢ଼ୁଆଳରୁ ମୁଁ ସବୁ ଶୁଣିଛି । ଗୋଟିଏ ପଲକରେ…

କବିତା : ଚୈତାଳି ,ବୈଶାଖୀ,ବର୍ଷା ଆଉ ମୁଁ

ଡମ୍ବରୁଧର ବେହେରା ଚୈତାଳି..... ତୁମେ ଆସ ଫାଲଗୁନୀର ଅବିର ଭରା ପଣତ କାନିର ପଛେ ପଛେ ଝଡ଼ା ପତ୍ରର ଲଣ୍ଡା ମୁଣ୍ଡରେ ଠେଙ୍ଗା ପହାର କଲା ଭଳି କାଣ୍ଡ,ମୂଳ,ଶାଖା ପ୍ରଶାଖାରେ ଛପି ଛପି ମୃଦୁ ମଳୟର ହାୱାରେ ଝାଞ୍ଜି ଖରାର ମୁଲାୟମ ଦେହେ......! ବୈଶାଖୀ.... ତୁମେ ଆସ କାଳ…