ପାମ୍ ଚାଷ ପାଇଁ ୬ଟି କମ୍ପାନୀ ସହ ରାଜ୍ୟ ସରକାରଙ୍କ ଏମଓୟୁ
ଭୁବନେଶ୍ୱର: ରାଜ୍ୟ ସରକାର ୬ଟି କମ୍ପାନୀ ସହ ବୁଝାମଣାପତ୍ର (MOU) ସ୍ୱାକ୍ଷର କରି ପାମ ତେଲ ଚାଷ କରିବା ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପାମ ଅଏଲ୍ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର…