ଓଟିଟି ପ୍ଲାଟ୍ଫର୍ମ ପାଇଁ କଡ଼ା ହେଲା ନିୟମ; ଦେଖାଇବାକୁ ହେବ ତମାଖୁ ଚେତାବନୀ ବିଜ୍ଞାପନ
ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍ଫର୍ମ ପାଇଁ କଡ଼ା ହେଲା ନିୟମ। ଏଣିକି ଓଟିଟି ପ୍ଲାଟ୍ଫର୍ମ ବି ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବା ବାଧ୍ୟାତମୁଳକ ହୋଇଛି। ତମାଖୁ ଚେତାବନୀ ପାଇଁ ନୂଆ ନିୟମର ଅଧିସୂଚନା ଜାରି କରି କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନ୍ଲାଇନ୍ କଣ୍ଟେଟ୍…