ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୧)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସମୀରା ତା'ର ପରିବାର ଓ ସାଙ୍ଗ ସାଥୀଙ୍କ ସହିତ ଏମିତି ଗୋଟେ ସରଳ, ଚିନ୍ତାମୁକ୍ତ ଓ ହସଖୁସି ଭରା ସମୟ ବିତେଇବାକୁ ଇଚ୍ଛା କରିଆସିଛି ଯେଉଁଠି କୌଣସି ଜଟିଳତା କି କାହାଠୁ କିଛି ପ୍ରତ୍ୟାଶା ନଥାଏ । ତା' ଭିତରେ…