ମେଦାନ୍ତା ହସ୍ପିଟାଲର ଆଇସିୟୁରେ ମୁଲାୟମ ସିଂହ
ନୂଆଦିଲ୍ଲୀ: ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତାଙ୍କ ଭାଇ ଶିବପାଳ ଯାଦବ, ପୁଅ ଅଖିଳେଶ ଯାଦବ ଓ ବୋହୁ ଅପର୍ଣ୍ଣା ଯାଦବ ମଧ୍ୟ ତାଙ୍କ ପାଖରେ ରହିଛନ୍ତି । ବାରମ୍ବାର ତାଙ୍କର…