Latest Odisha News

BREAKING NEWS

ଫରେଷ୍ଟ ଗାର୍ଡ ହତ୍ୟା ଘଟଣା: ଝାଡଖଣ୍ଡରୁ ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ମୟୂରଭଞ୍ଜ:ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୋମବାର ସେମାନଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବାଲେଶ୍ବର ଏସପି ସାଗରିକା ନାଥଙ୍କ…

୫ ବର୍ଷର ଶିଶୁ ଖାଇଗଲା ୪୦ ଚୁଇଂଗମ

ନୂଆଦିଲ୍ଲୀ: ଛୋଟ ପିଲାଙ୍କ ହାତରେ ଯାହା ପଡେ ତାହା ସେମାନେ ପାଟିରେ ପୂରାଇ ଦିଅନ୍ତି । ଏଥିପ୍ରତି ସର୍ବଦା ଅଭିଭାବକମାନେ ସତର୍କ ରହିବା ଉଚିତ । ଆମେରିକାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି । ୫ ବର୍ଷର ଏକ ଶିଶୁ ୪୦ ଚୁଇଂଗମ ଗିଳି ଦେଇଥିଲା ।…

ଏପଟେ ଜଳୁଛି ସାରା ରାଜ୍ୟ; ସେପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଗୋଟିଏ ପଟେ ସାରା ରାଜ୍ୟ ଜଳୁଛି । ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି । ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ର ୪୩ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ରହିଛି । ଏପରି ଭିତରେ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର…

ଆନ୍ଦୋଳନରତ ରେସଲର ଗଙ୍ଗାରେ ଫିଙ୍ଗିବେ ମେଡାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ଦୁଷ୍କର୍ମ ମାମଲାରେ ଦଣ୍ଡିତ କରିବା ସେମାନଙ୍କ ଦାବୀ ରହିଥିଲା । ନୂତନ ସଂସଦ ଭବନ ଅଭିମୁଖେ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଯନ୍ତରମନ୍ତରରୁ…

 ନାଗ ଦେହରେ ଧଳା ରଙ୍ଗ ମାରି କହିଲେ ବିରଳ ଆଲବିନୋ !

ଭୁବନେଶ୍ୱର:ସାଧାରର ନାଗକୁ ଧରି ତା ଦେହରେ ବୋଳିଦେଲେ କେମିକାଲ ଦିଆ ଧଳାରଙ୍ଗ । କହିଲେ ବିରଳ ଧଳା ରଙ୍ଗର ଆଲବିନୋ । ଏହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା । ହେଲେ ଏହି ଘଟଣା  ମିଛ  ବୋଲି ଦାବି କରିଛନ୍ତି  ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ବାସ୍ନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୦  ଖ୍ରୀପୂ ୨୧୦ ର କାହାଣୀ। କାହାଣୀ କହିଲେ ତ କେବଳ ଗୋଟିଏ ଅବସ୍ଥାନ। ବେଳେ ବେଳେ ନିର୍ଦ୍ଦିଷ୍ଟ,ବେଳେବେଳେ ଅନିର୍ଦ୍ଦିଷ୍ଟ । କାହାଣୀ କିନ୍ତୁ ପୁରାତନ ହୁଏ ନାହିଁ। ଯେତେବେଳେ ଦେଖିବ ଆଗ ଭଳି ବେଶ୍ ସତେଜ,ବେଶ୍…

ମଣିପୁର ହିଂସାକୁ ଉସୁକାଉଛି ଚୀନ ! ଭାରତୀୟ ସେନା ବିରୋଧରେ ସୋସିଆଲ ମିଡିଆରେ କରୁଛି ପ୍ରଚାର

ମଣିପୁର:ମଣିପୁର ହିଂସା ଥମିବାର ନାଁ ନେଉନି । ଏବେ ଏହି ହିଂସାକୁ ନେଇ ଚୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ଚୀନର ସୋସିଆଲ ମିଡଆରେ ଭାରତ ବିରୋଧରେ ମଣିପୁର ହିଂସାକୁ ନେଇ ଆପତ୍ତିଜନକ କଥା ପୋଷ୍ଟ କରାଯାଉଛି ଯାହା ଭାଇରାଲ ହେଉଛି । ମିଡିଆ ରିପୋର୍ଟ ଅନୁସାରେ, ଚୀନ ସୋସିଆଲ ମଡିଆରେ…

ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ

କଟକ: ତାଳଦଣ୍ଡା କେନାଲକୁ କେମିତି ଖସିଲା କାର୍ ? କେନାଲକୁ କାର୍ ଖସି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର କରାଯାଇ ନବୀକରଣ କରାଯାଉ ଥିବା ବେଳେ କାର କେମିତି ଖସିଲା ? ସୋମବାର ତାଳଦଣ୍ଡାକୁ କାର ଖସିଯାଇ ଆଖି ବୁଜିଥିଲେ ବ୍ୟବସାୟୀ…

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (CHSE) ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ପୂର୍ବାହ୍ନ ୧୧ଟାରେ ଯୁକ୍ତ ଦୁଇର ବିଜ୍ଞାନ, ବାଣିଜ୍ୟ  ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।…