Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଭିତରେ ଏମିତି କିଛି ସେବକ ଅଛନ୍ତି। ଯେଉଁମାନଙ୍କ ସେବା ଏକ ନିର୍ଦ୍ଧିଷ୍ଟ ପରିସର ପାଇଁ କରାଯାଇଛି। କାରଣ ଏହି ଭଳି ସେବା ବା ସେବକଙ୍କ ବିଷୟରେ ଆମେ…

ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କଲେ ମହନ୍ତ, ମୋଦୀ କହିଲେ ଏହା ସ୍ୱାଧୀନତାର ପ୍ରତୀକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ମହନ୍ତ ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଛନ୍ତି। ଚେନ୍ନାଇର କିଛି ମହନ୍ତ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି…

ବିମାନ ଉଡୁଥିବା ବେଳେ ଜରୁରୀକାଳୀନ କବାଟ ଖୋଲିଦେଲେ ଯୁବକ

ଦକ୍ଷିଣ କୋରିଆ: ଯଦି ଆପଣ କେବେ ବିମାନରେ ବସିଥିବେ, ତେବେ ଆପଣ ନିଶ୍ଚୟ ଦେଖିଥିବେ ବିମାନ ଅବତରଣ କରିବା ପୂର୍ବରୁ ଏୟାର ହୋଷ୍ଟେସ୍ ଲୋକଙ୍କୁ ବୁଝାନ୍ତି ଯେ, ବିମାନରେ କେତେ ଦ୍ୱାର ଅଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେହି ଦ୍ୱାର କିପରି ଖୋଲିବେ । କିନ୍ତୁ ଦକ୍ଷିଣ କୋରିଆର ଏକ ବିମାନରେ…

ନୀତି ଆୟୋଗ ବୈଠକକୁ ଆସିଲେନି ନବୀନ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ, ‘ବୈଠକ ବର୍ଜନ ବିକାଶରେ ବାଧାପ୍ରାପ୍ତ’

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅନୁପସ୍ଥିତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ…

ଲୋକଙ୍କ ଆଗରେ ସଲ୍‌ମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ରିପୋର୍ଟର

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ରିପୋର୍ଟର ଦେଲେ ବିବାହ ପ୍ରସ୍ତାବ । ତାହାପୁଣି ସମସ୍ତଙ୍କ ସାମ୍ନାରେ । ଏହାର ଉତ୍ତର ମଧ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ସଲମାନ । ରିପୋର୍ଟର ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ…

ଏମିତି ଏକ ମନ୍ଦିର, ଯେଉଁଠି ଭୋଗ କରାଯାଏ ଚା, ମୁଗ

କେରଳ:ଆପଣ ଭାରତର ଯୁଆଡେ ଯାଆନ୍ତୁ, ସେଠାରେ ଭିନ୍ନ ଭିନ୍ନ ମନ୍ଦିର ଦେଖିବାକୁ ପାଇବେ । ପ୍ରତ୍ୟେକ ମନ୍ଦିରର ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଥାଏ । ସାଧାରଣତଃ ମନ୍ଦିରରେ ଲୋକେ ଫଳମୂଳ, ମିଠା ଆଦି ଭୋଗ ଲଗାଇଥାନ୍ତି । କିନ୍ତୁ କେରଳରେ ଏମିତି ଏକ ମନ୍ଦିର ଅଛି,ଯେଉଁଠି ଲୋକେ ଭଗବାନଙ୍କ ନିକଟରେ…

ନୀତି ଆୟୋଗ ସହିତ ମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଡ୍ଡା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ । ଏଥିଲାଗି ପରିଣୀତି ଶନିବାର ଉଦୟପୁରରେ ପହଞ୍ଚିଛନ୍ତି । ସକାଳ ପ୍ରାୟ ସାଢେ ୯ଟାରେ ସେ ମହାରଣା ପ୍ରତାପ ବିମାନବନ୍ଦରରେ…

ବ୍ରେଷ୍ଟ ମିଲ୍କରୁ ପ୍ରସ୍ତୁତ ହେବ କଫି : ବିଜ୍ଞାପନ ଦେଖି ଲୋକେ ହେଲେ କ୍ରୋଧିତ

ରୁଷିଆ: ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମା-ଶିଶୁଙ୍କ ପାଇଁ ସରକାର ମଧ୍ୟ ବିଜ୍ଞାପନ ଦେଇଥାନ୍ତିି । ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର କ୍ଷୀର ଖାଇବାକୁ ଦେବାକୁ ଲୋକଙ୍କୁ ସଚେତନ କରାଯାଇଥାଏ । କିନ୍ତୁ ରୁଷିଆର ଏକ କାଫେ ବ୍ରେଷ୍ଟ ମିଲ୍କରୁ…

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା…