ବିଜେପି ନେତ୍ରୀ କହିଲେ ମୋ କ୍ୟାରିଅରକୁ ମୋଦୀ ବି ନଷ୍ଟ କରିପାରିବେନି
ମୁମ୍ବାଇ: ବିବାଦରେ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ। ବିଜେପିର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଅଭିଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏପରି କିଛି ଉଲ୍ଲେଖ କରିଛନ୍ତି ଯାହା ସମସ୍ତଙ୍କୁ ହତବାକ କରିଛି। ୨୦୧୯ ମହାରାଷ୍ଚ୍ରରେ ନିର୍ବାଚନ ହାରିବା ପରେ କୋଣଠେସା…