Latest Odisha News

BREAKING NEWS

ଶିଶୁ ଗପ : ରୀତୁର ମହାନତା

କୁଞ୍ଜ ବିହାରୀ ସାହୁ  ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି । ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୭ ଆହତ

ଭଦ୍ରକ: ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ…

‘ଚାଇଲ୍ଡ ଫଣ୍ଡ’ ପକ୍ଷରୁ ମହିଳାମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଦାତବ୍ୟ ଅନୁଷ୍ଠାନ 'ଚାଇଲ୍ଡ ଫଣ୍ଡ' ଭୁବନେଶ୍ୱର ପକ୍ଷରୁ ବସ୍ତି ଅଞ୍ଚଳରେ କାମ କରୁଥିବା ମହିଳା ଆରୋଗ୍ୟ ସମିତି ସଦସ୍ୟମାନଙ୍କୁ ନେଇ ନୀଳାଦ୍ରି ବିହାର ୟୁ.ପି.ଏମ୍.ସି. ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩ଟି ବସ୍ତି ଅଞ୍ଚଳର ମହିଳାମାନେ ଯୋଗ…

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ  ନୀଳ ଜହ୍ନ, ନୀଳ ଆକର୍ଷଣ ନୀଳ କ୍ଷତ, ନୀଳ ନୀଳ ଆଘାତ ନୀଳ ନୀଶା ଘନ ନୀଳ ରାତ୍ର ବିବସରୁ ବିବସ, ହାତ ପାଆନ୍ତାରୁ ଦୂର, ବହୁଦୂର ନୀଳଜହ୍ନ । ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା ବର୍ଷ ବର୍ଷ ଶତବର୍ଷ ମୃଦୁ ମୃଦୁ ଆଗମନ, ପାଦ ଥାପୁ ନ’ ଥାପୁଣୁ ଝରକା ଖୋଲି…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଭାଷା ଭାଗବତ : ଭାଗ୍ୟ ବିଡ଼ଂବିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଭାଷାରେ କରୁଁ ଚିଂତା ଯେଉଁ ଭାଷାରେ କହୁଁ କଥା ସେହି ଭାଷାକୁ କରି ନ୍ୟୂନ ଘଟାଉଁ ଭାଷାର ପତନ ଲିଖନ ହୋଇଲେ ସରଳ ଆଗ୍ରହେ ପାଠକ ସକଳ କରଂତି ପୁସ୍ତକ ପଠନ ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ ଏବେ ତ କେତେକ ଲେଖକ ଦୁର୍ବୋଧ୍ୟ ଶବ୍ଦର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ରୀତିନୀତି ଯେପରି ଅପୂର୍ବ ଓ ଅସଂଖ୍ୟ, ସେହିଭଳି ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସୃଷ୍ଟି ହୋଇଥିବା ସେବକ ପରମ୍ପରା ମଧ୍ୟ ଅନନ୍ୟ। ଆଜି ସେହି ସେବକମାନଙ୍କ…

ବିରୋଧୀ ପରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଫାଇଭ-ଟିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ପୁଣିଥରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଫାଇଭ-ଟି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ୨୦୧୪ରେ ମୁଖ୍ୟ ଶାସନ ସଚିବ ପଦ ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୬ରେ ଅବସର ଗ୍ରହଣ କରିଥିବା ଯୁଗଳ କିଶୋର ମହାପାତ୍ର 'ଓଡ଼ିଶା ସମ୍ବାଦ' ଓ 'ଓଡ଼ିଶା ବାଇଟସ'ର…

ପାକିସ୍ତାନରେ ରଦ୍ଦ ହେଲା ଦେଶଦ୍ରୋହ ଆଇନ୍, ଭାରତରେ କେବେ?

ଇସଲାମାବାଦ: ଇଂରେଜ ସମୟରେ ତିଆରି ହୋଇଥିବା ଦେଶଦ୍ରୋହ ଆଇନକୁ ରଦ୍ଦ କରିଛି ପାକିସ୍ତାନ। ଗୁରୁବାର ପାକିସ୍ତାନ କୋର୍ଟ ବ୍ରିଟିଶ ଯୁଗର ଏହି ଆଇନକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ଏହି ଆଇନକୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା। ଲାହୋର ହାଇକୋର୍ଟର ଜଷ୍ଟିସ…