କବିତା : ଅଂଶୁଘାତ
ରାଜ କିଶୋର ଦାସ
କେଉଁ ଘାତ, ଆଉ ଊଣା ଅଛିଯେ’
ଅଂଶୁଘାତର ଡର!
ଘାତ ସହିବା ଅଭ୍ୟସ୍ତ ନହେଲେ
ଏଠି କ’ଣ ଜୀଇଁ ହୁଏ!!
ଜାତକ ଲେଖିଲା ଦିନୁ ହିଁ
ଜ୍ୟୋତିଷ କହିଛି -
ରାହୁରେ ମଙ୍ଗଳ ଅନ୍ତର
ଘାତ ବର୍ଷ,
କୋପ ଦୃଷ୍ଟିରେ ଶନି
ଗ୍ରହ ଚଲଣ ଦିନ
ଘାତ ଦିନ
ଲଗ୍ନରେ ଶୁକ୍ର ନିଚସ୍ଥ ଯୋଗୁଁ…