Latest Odisha News

BREAKING NEWS

ସମ୍ବଲପୁରରୁ କେବେ ହଟିବ କର୍ଫ୍ୟୁ ? ଡିଜିପି କହିଲେ ସ୍ଥିତି ଠିକ୍ ରହିଲେ ଦିନେ କିମ୍ବା ୨ ଦିନ…

ସମ୍ବଲପୁର: ଶାନ୍ତି ଫେରୁଛି, କର୍ଫ୍ୟୁ ହଟିବ । ୧୪ ତାରିଖ ପର ଠାରୁ ସମ୍ବଲପୁର ସହରରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି । ଗତକାଲି କର୍ଫ୍ୟୁ କୋହଳ ହୋଇଥିଲା । ଆଜି ଆଉ ଟିକିଏ କୋହଳ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରହିଥିବା…

ଅଭୁଲା ଗୀତ : ଆକାଶେ କି ରଙ୍ଗ ଳାଗିଲା

ଗୀତ : କାର୍ତ୍ତିକ କୁମାର ଘୋଷ ଗାୟନ : ନିର୍ମଳା ମିଶ୍ର ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଆକାଶେ କି ରଙ୍ଗ ଳାଗିଲା ଆଜି ଆକାଶେ କି ରଙ୍ଗ ଲାଗିଲା ଚୋରା ପବନେ ସୁରଭି କେ ଦେଲା ଆଜି ଆକାଶେ କି ରଙ୍ଗ ଲାଗିଲା ବାଜେ କାହା ଆଗମନୀ ଗୀତିକା ସାଜେ ନୂଆ ସାଜେ ବନ…

ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରଲିପ୍ତା ଛୋଟରାୟଙ୍କ ସହ ‘ସ୍ୱଳ୍ପ ଆଳାପ’…

ଜଙ୍ଗଲରେ ଲାଗୁଛି ନିଆଁ, ନିୟନ୍ତ୍ରଣ ପାଇଁ ସ୍ବେଛାସେବୀ ସଂଘଠନ ଓ ସ୍ବୟଂ ସହାୟକ ମହିଳାଙ୍କର ନିଆରା ପ୍ରୟାସ          

ନବରଙ୍ଗପୁର : ବାରମ୍ବାର ଜଙ୍ଗଲରେ ଲାଗୁଛି ନିଆଁ। ସ୍ବେଛାସେବୀ ସଂଘଠନ ଓ ସ୍ବୟଂ ସହାୟକ ଦଳର ମହିଳା ମାନେ ଗାଁ,ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ ମଧ୍ୟ ତଥାପି ପୁଣି ଜଙ୍ଗଲରେ ନିଆଁ ଦେଖିବାକୁ ମିଳୁଛି । ଜଙ୍ଗଲରେ ଏପରି ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବାକୁ ଯାଇ ଓଡ଼ିଶା ସମ୍ବାଦ ଟିମ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ! ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ। । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଏଣେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା…

ଭାରତରେ ମିଳିଲା ହୀରା ଭିତରେ ହୀରା

ସୁରଟ: ହୀରାର ଚମକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାରତରେ ଏ ଭଳି ଏକ ହୀରା ମିଳିଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଛି । ଏଥିରେ ଗୋଟିଏ ହୀରା ମଧ୍ୟରେ ଆଉ ଏକ ହୀରା ରହିଛି । ଡାଇମଣ୍ଡ ସିଟିର ହୀରା ନିର୍ମାତା ଏହାର ନାମ ବିଟିଂ ହାର୍ଟ ରଖିଛନ୍ତି । ୦.୩୨୯ କ୍ୟାରେଟର ଏହା ଡି କର୍ଲଡ ହୀରା ।…

ଅତିକ ଅହମଦ ଓ ଅଶ୍ରଫ ହତ୍ୟାକାରୀଙ୍କ ବିରୋଧରେ ମାମଲା ରୁଜୁ; ଲାଗିଲା ଏହିସବୁ ଦଫା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶ୍ରଫ୍‌ ଅହମଦ ହତ୍ୟାକାଣ୍ଡର ୩ ଅଭିଯୁକ୍ତ ବିରୋଧରେ  ମାମଲା ରୁଜୁ। ହତ୍ୟା ଅଭିଯୁକ୍ତ ଲଭଲେଶ ତିୱାରୀ, ସନି ସିଂହ ଓ ଅରୁଣ ମୌର୍ଯ୍ୟଙ୍କ ବିରୋଧରେ ଆଜି(ଏପ୍ରିଲ ୧୬) ଆଇପିସିର ବିଭିନ୍ନ ଧାରାରେ ମାମଲା ହୋଇଛି। ସକାଳ ୧୦ ଟା ବେଳେ ୩ ଜଣଙ୍କ…

ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଓ ହିଂସା ଘଟଣାରେ ମୋଟ ୭୯ ଜଣ ଗିରଫ, ଏସ୍‌ପି ଅଫିସରେ ଡିଜିପିଙ୍କ ସମୀକ୍ଷା ବୈଠକ

ସମ୍ବଲପୁର : ରବିବାର ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ବେଳେ ୧୨ ଓ ୧୪ ତାରିଖର ହିଂସାରେ ସଂପୃକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୭୯ ଜଣଙ୍କୁ ଗିରଫ କରାଯାଇଛି । ଏପ୍ରିଲ ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ଘଟଣାରେ ୫୩…

ମୁଁ ଆଇପିଏଲ ନୁହେଁ ପ୍ରୀତିଙ୍କୁ ଦେଖା କରିବାକୁ ଆସିଛି

ଲକ୍ଷ୍ନୌ: ଆଇପିଏଲରେ କ୍ରିକେଟ ବ୍ୟତୀତ ଦର୍ଶକମାନଙ୍କୁ ଅନେକ କ୍ଷେତ୍ରରେ ମନୋରଞ୍ଜନର ସୁଯୋଗ ମିଳିଥାଏ । ଶନିବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଷ୍ଟାଡିୟମରେ ଜଣେ ଯୁବକଙ୍କ ପ୍ଲାକାର୍ଡ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…