ଚେନ୍ନାଇ-ଗୁଜରାଟ ଆଇପିଏଲ ପ୍ଲେ ଅଫ ଆଜି
ଚେନ୍ନାଇ: ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର ସନ୍ଧ୍ୟାରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅପରପକ୍ଷରେ ପରାଜିତ ଟିମକୁ ଆଉ ଏକ…