Latest Odisha News

BREAKING NEWS

ସକାଳେ ପୁଅକୁ କବର, ରାତିରେ ଅତିକକୁ ହତ୍ୟା; କେଉଁ ରାଜନୈତିକ ଦଳ ସହ ଥିଲା ଲିଙ୍କ୍?

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ୍ ଅହମ୍ମଦ ପୂର୍ବରୁ ସମାଜବାଦୀ ପାର୍ଟିର ସାଂସଦ ତଥା ବିଧାୟକ ଥିଲେ। ମାଫିଆ ଏବଂ ତାର ଭାଇଙ୍କ ହତ୍ୟା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ପ୍ରତିକ୍ରିୟା…

ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଏହି ହତ୍ୟାକାଣ୍ଡ ପ୍ରୟାଗରାଜରେ ହୋଇଛି। ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ହଠାତ ଦୁଇ ଜଣ…

ସୋଆରେ ୮ ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ…

କୃଷି ବିଜ୍ଞାନ ଛାତ୍ରଛାତ୍ରୀ ହିଁ ଦେଶ ପ୍ରଗତିର ପୁରୋଧା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପରିସରରେ ଜି-୨୦ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ…

କିଟରେ ୱାଇ-୨୦ ମିଡିଆ ଅଧିବେଶନ

ଭୁବନେଶ୍ୱର: ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି ବୋଲି ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୟୁଥ-୨୦ କନ୍‍ସେଲ୍‍ଟେସନ୍‍ର ଉଦଯାପନୀ ଦିବସରେ ଯୁବଶକ୍ତି :…

ଘରକୁ ଡ଼ମ୍ପିଂୟାର୍ଡ଼ କରିଥିଲେ ଯୁବକ: ସଫା କରିବାକୁ ଲାଗିଲା ୩ ଦିନ

ମଞ୍ଚେଷ୍ଟର: ଘର ଖଣ୍ଡିଏ ପାଇଁ ଅନେକ ଲୋକ ବହୁତ କଷ୍ଟ କରିଥାନ୍ତି । କିଛି ଲୋକ ଘରକୁ ସଜାଇ ନିଜେ ରୁହନ୍ତି । ଆଉ କିଛି ଭଡ଼ାରେ ଦେଇଥାନ୍ତି । ଘର ମାଲିକ ବିଭିନ୍ନ ପ୍ରତିବନ୍ଧକ ସହିତ ଭଡା ଦିଅନ୍ତି । ଏଥି ସହିତ ପୋଲିସର ଯାଞ୍ଚ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । କିନ୍ତୁ କିଛି ଲୋକ…

ଅଜବ ସାଇକେଲ: ଯାହାର ଚକା ଗୋଲାକାର ନୁହେଁ, ବର୍ଗାକାର

ପ୍ରତ୍ୟେକ ଯାନ ହେଉ ବା ବିମାନ ସମସ୍ତଙ୍କର ଚକ ଗୋଲାକାର ଏହା ନିଶ୍ଚୟ ଦେଖିଥିବେ । ପିଲାମାନଙ୍କର ଖେଳନାଗୁଡିକର ଚକ ମଧ୍ୟ ଗୋଲାକାର । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ଏକ ସାଇକେଲ ପ୍ରସ୍ତୁତ କରିଛନ୍ତି, ଯାହାର ଚକା ଗୋଲାକାର ନ କରି ବର୍ଗାକାର କରିଛନ୍ତି । ଏବେ ଏହି ଅଜବ ସାଇକେଲର ଫଟୋ ଓ…

ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର: ଲୋକେ ଦେଖି ଆଶ୍ଚର୍ଯ୍ୟ

ପାଟନା: ସୁନା,ଟଙ୍କା,ଗାଡ଼ି କିମ୍ବା ମୋବାଇଲ ଚୋରି ହେବା କଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ ଶୁଣିଛନ୍ତି ମୋବାଇଲ ଟାୱାରକୁ ଚୋର ଚୋରି କରି ନେବା । କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନେ ଏକ ମୋବାଇଲ ଟାୱାରକୁ ଚୋରି କରି ନେଇଛନ୍ତି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ରାହୁଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୬୦ ରନର ବିଜୟ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ ରାହୁଲଙ୍କ ୭୪ ରନର ଇନିଂସ ବଳରେ ଲକ୍ଷ୍ନୌ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ…

ପ୍ରଥମ ଥର ବିମାନରେ ଯାତ୍ରା କଲେ ଆଦିମ ଜନଜାତି

ତାଞ୍ଜାନିଆ: ବିଶ୍ୱର ଅନେକ ଦେଶରେ ଆଜି ବି ବହୁ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଚାଲିଚଳନରୁ ବାହାରି ପାରି ନାହାନ୍ତି । ଏମିତି କି ସେମାନେ ଶହ ଶହ ବର୍ଷ ଧରି ନିଜର ପରମ୍ପରା ଓ ଚଳଣିକୁ ଜାବୁଡ଼ି ଧରିଥିବାରୁ ସେଥିରୁ ବାହାରିବାକୁ ସେମାନେ ଅନାଗ୍ରହୀ । ସେମାନେ ମନେ କରନ୍ତି ଯେ,…