Latest Odisha News

BREAKING NEWS

ଆଜିର ସୃଜନୀ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ କଳା, ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି । ଗତକାଲି ତାଙ୍କର ହୃଦଘାତରେ  ପରଲୋକ ହୋଇଯାଇଛି । ୬୭ ବର୍ଷ ବୟସ୍କ ସତୀଶ ୧୦ରୁ ଊର୍ଦ୍ଧ୍ବ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ନିଜ ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ଦେହାନ୍ତ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ । ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ…

ଭାଷା ଭାଗବତ : ଦୁଃଖଭୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଚିଂତନ, ମନନର ଯୁଗ ବିଲୁପ୍ତ ହେବାରୁ ଦୁର୍ଯୋଗ ପଡ଼ିଛି ବୌଦ୍ଧିକ ସ୍ତରରେ କେହି କିଛି କରି ନ ପାରେ ଅଯଥା ମତ ଓ ମଂତବ୍ୟ ହୋଇଛି ଏବେ ଉପଜୀବ୍ୟ ଗୋଟିଏ ଅଧାବାକ୍ୟ ପଢ଼ି ଲୋକେ ଲେଖଂତି ଶହେ ଧାଡ଼ି…

କବିତା : ପ୍ରେମ

ମାନସ ରଞ୍ଜନ ନାୟକ କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନଟିଏ କି ପ୍ରେମ ! ଅବୁଝା ସ୍ପନ୍ଦନର  ତାନରେ ପୁଲକିତ ମନଟେ ହିଁ ପ୍ରେମ ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ? ନିରାସକ୍ତ, ନିନିରୁଦ୍ଦିଷ୍ଟି  ନିର୍ମଳ ଚେତନାର…

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି ।…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କୃଷ୍ଣଲୀଳାସମ୍ପର୍କୀୟ  ବିଭିନ୍ନ ବେଶ ବର୍ଣ୍ଣନା ସମୟରେ ଆମେ ଦୁଇଟି ପ୍ରମୁଖ ବେଶ "ବଣ ଭୋଜି" ବେଶ ଓ "କାଳୀୟ ଦଳନ" ବେଶ ବିଷୟରେ କିଛି କିଛି ତଥ୍ୟ ଜାଣିଲେ।…

ଯାସୁସୀ କରୁଛି ଚୀନ: ଜବାନ ଓ ତାଙ୍କ ପରିବାରକୁ ଚାଇନା ମୋବାଇଲ୍ ମନା

ନୂଆଦିଲ୍ଲୀ: ଚାଇନା ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଜବାନଙ୍କୁ ଚେତାଇଲା ସେନାର ଗୁଇନ୍ଦା ବିଭାଗ। ସେନା ଯବାନ କିମ୍ବା ତାଙ୍କ ପରିବାର ଚୀନରେ ନିର୍ମିତ ଫୋନ୍ ବ୍ୟବହାନ ନ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି। ଚୀନ୍‌ରେ ନିର୍ମିତ ସ୍ମାର୍ଟ ଫୋନ୍‌ରେ ଯାସୁଶୀ…

ଏଡିନୋ ଭାଇରସ ଆତଙ୍କ; ୨୪ ଘଣ୍ଟାରେ ୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

କୋଲକାତା: ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ଏଡିନୋ ଭାଇରସକୁ ନେଇ ଭୟ ବଡ଼ିଯାଇଛି। ଲକ୍ଷଣ ଦେଖା ଦେବା ପରେ ୩ ଶିଶୁଙ୍କୁ କୋଲ୍‌କାତାର ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।…

ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍‌

ସମୟ ବଦଳିବା ସହିତ କାରିଗରୀ ଜ୍ଞାନକୌଶଳରେ ମଣିଷ ବେଶ୍ ଆଗକୁ ଯାଇଛି । ନୂଆ ନୂଆ ପଦ୍ଧତି ଆଧାରରେ ବିଜ୍ଞାନ ଆଗକୁ ଆଗଉଛି । ମୋଟ ଉପରେ ମଣିଷର ବିକଳ୍ପ ସାଜୁଛି ମେସିନ । କାମ ଯେତେ କଷ୍ଟକର ହେଉ ନା କାହିଁକି ମଣିଷ ତିଆରି ମେସିନ ଏବେ ତାକୁ ଖୁବ୍ ସହଜରେ ସମ୍ପାଦନା କରି ପାରୁଛି । ମଣିଷ ତିଆରି…