ଆକ୍ଟିଭ୍ କରୋନା କେସ୍ରେ ୧୭୫୦ ହ୍ରାସ, ଦିନକରେ ଗଲା ୧୪ ଜଣଙ୍କ ଜୀବନ
ନୂଆଦିଲ୍ଲୀ: କିଛି ଦିନ କମ୍ ବେସୀ ହେବା ପରେ ଏବେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଦିନକରେ ୪,୨୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ ଜଣଙ୍କର ମୃତ୍ୟୁ ହୋଇଛି।
ଆକ୍ଟିଭ୍ କରୋନା କେସ୍ରେ ୧୭୫୦ ହ୍ରାସ ହୋଇ…