Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଜି ଆଲୋଚନା କରିବା । ଦ୍ଵାରୀ ନାୟକ ପ୍ରତିହାରୀ :-ପ୍ରଭୃଙ୍କର ପ୍ରତ୍ୟେକ ଭୋଗ ପରେ ଓ ପୂଜା…

ବିବାହରେ ବାଧାସୃଷ୍ଟି କଲା ମାଙ୍କଡ଼: ବସି ରହିଲା ବର କାନ୍ଧରେ

ସୋସିଆଲ ମିଡିଆରେ ଅନେକ ବିବାହ ବେଳର ଅଜବ ଭିଡ଼ିଓ ଭାଇରାଲ ହୋଇଥାଏ । ଠିକ୍ ଏହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ବିବାହ ମଣ୍ଡପରେ ଗୋଟେ ମାଙ୍କଡ଼ କେମିତି ବର ଏବଂ କନ୍ୟାଙ୍କୁ ହଇରାଣ କରୁଛି । ଏହାକୁ ନେଇ ବରକନ୍ୟା ଓ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ…

ଏମିତି ଏକ ମନ୍ଦିର, ଯେଉଁଠିକି ମହିଳାଙ୍କୁ ପ୍ରବେଶ ମନା

ଗୁୱାଲିଅର୍‌: ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ବେଶୀ ଓଷାବ୍ରତ କରିବା ସହ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଅଧିକାଂଶ ମହିଳା ପ୍ରତ୍ୟେକ ଦିନ ମନ୍ଦିର ବି ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ମନ୍ଦିର ଅଛି, ଯେଉଁଠିକି ମହିଳାମାନଙ୍କୁ ପ୍ରବେଶ ନିଷେଦ୍ଧ…

ଜାପାନ୍‌ରେ ଏକାଠି ଶୁଅନ୍ତି ନାହିଁ ସ୍ୱାମୀ,ସ୍ତ୍ରୀ : କାରଣ କ’ଣ ଜାଣନ୍ତୁ…

ଜାପାନ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ଏକାଠି ଗୋଟେ ଘରେ ରହିଥାନ୍ତି । ଯଦି କୌଣସି ସ୍ୱାମୀସ୍ତ୍ରୀ ଅଲଗା ହୋଇ ଭିନ୍ନ ଭିନ୍ନ କୋଠରୀରେ ଶୁଅନ୍ତି, ତାହାହେଲେ ଏଥିରୁ ସ୍ପଷ୍ଟ ବୁଝାପଡ଼େ ଯେ, ଉଭୟଙ୍କ ଭିତରେ ସମ୍ପର୍କ ଭଲ ନାହିଁ । କିନ୍ତୁ ଜାପାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ…

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ପ୍ରତିବାଦରେ ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିଛି । ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଛି ଦିନିକିଆ ସତ୍ୟାଗ୍ରହ । ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ…

ମଝି ଆକାଶରେ ଧକ୍କା ହୋଇଥାନ୍ତେ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ !

ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ…

ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର

ଭୁବନେଶ୍ୱର: ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର । ଏହି ସେଣ୍ଟରରେ କେବଳ ଯକ୍ଷ୍ମା ରୋଗ ନିମନ୍ତେ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ କରୁନଥିବା…

ଦାୟିତ୍ୱ ନେଲେ ମନମୋହନ ସାମଲ, କହିଲେ ‘ଓଡ଼ିଆଙ୍କ ସ୍ୱର ପାଲଟିବ ବିଜେପି’

ଭୁବନେଶ୍ୱର:  ରାଜ୍ୟ ବିଜେପିର ନୂତନ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ମନମୋହନ ସାମଲ । ଦଳୀୟ କାର୍ଯ୍ୟାଳୟରେ ମନମୋହନଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ଭାରତୀୟ ଜନତା ପାର୍ଟି ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଏବଂ କ୍ୟାଡର ଭିତ୍ତିକ…

ମାଙ୍କଡ଼ ପାଇଁ ଏତେ ଆୟୋଜନ

ବାଲେଶ୍ୱର(ଅଧିପ ଜେନା): ଚାଲିଛି ଭଜନ କୀର୍ତ୍ତନ, ଭୋଜିଭାତ ବି ହେଉଛି । ହେଲେ କାହିଁକି ? କାହା ପାଇଁ ହୋଇଛି ଏତେ ଆୟୋଜନ ? ନିହାତି ଆପଣଙ୍କ ମନରେ ବି ଏ ପ୍ରଶ୍ନ ଉଠୁଥିବ । ଏତେ ସବୁ ଆୟୋଜନ ହୋଇଛି ମାଙ୍କଡ଼ର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ । ଆଉ ଏସବୁ ଆୟୋଜନ କରିଛନ୍ତି ଗ୍ରାମବାସୀ ।…

ଟି୨୦ ଇତିହାସରେ ସର୍ବାଧିକ ରନ ଚେଜ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ବ୍ୟର୍ଥ ହେଲା ଚାର୍ଲସଙ୍କ ରେକର୍ଡ ଶତକ

ସେଂଚୁରିଆନ: ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ୨୫୯ ରନର ବିଶାଳ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ମାତ୍ର କ୍ୱିଂଟନ ଡିକକ ୪୪ ବଲରେ ୧୦୦ ରନ କରି ଦଳରେ…