ଭାଷା ଭାଗବତ : ଜ୍ଞାନ ଗର୍ବ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ବହିଟେ ନ ପଢ଼ିଲେ କେହି
ଗ୍ରଂଥାଗାରରେ ଥାଏ ରହି
ଏଥି ପାଇଁ କରିଲେ ଗର୍ବ
ଭାଷାଟେ ହୁଏ ଆପେ ଖର୍ବ
ଲେଖକେ ଜ୍ଞାନ ରକ୍ଷାକାରୀ
ହେଲେ ହେଁ ତାହାଂକୁ ଭିକାରି
କରିଥାଆଂତି ଯେଉଁମାନେ
ରହଂତି ତୁଚ୍ଛ ଧନାରଣ୍ୟେ
ଧନର ମାନ ହେଲେ କ୍ଷୁଣ୍ଣ
ଘଟିବ…