Latest Odisha News

BREAKING NEWS

ବଜାରକୁ ଆସିବ ବିଶ୍ୱର ପ୍ରଥମ ବିୟର ପାଉଡର : ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବ ବିୟର

ବର୍ଲିନ : ବିୟର ପାନୀୟକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର । କାରଣ ଏବେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ବିୟର ପାଉଡ଼ର । ଅର୍ଥାତ୍ ବିୟର ପାର୍ଲରକୁ ନ ଯାଇ ଘରେ ବସି ଯେ କେହି ବିୟର ପାନୀୟ ପ୍ରସ୍ତୁତ କରିପାରିବେ । ଏହାର ଟେଷ୍ଟ ଅବିକଳ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିୟର ଭଳି ।…

୪ ଦିନିଆ ମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରରେ ଶିଳ୍ପୀମାନଙ୍କ ଦ୍ୱାରା…

ବରଫରେ ଆଚ୍ଛାଦିତ ହେଲା କାର

ନ୍ୟୁୟର୍କ: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ଆଧାରରେ କେଉଁଠି ପ୍ରବଳ ଖରା ତ ଆଉ କେଉଁଠି ଦିନର ତାପମାତ୍ରା -୩୦ ଡ଼ିଗ୍ରୀ ତଳକୁ ଖସୁଛି । ନ୍ୟୁୟର୍କରେ ତାପମାତ୍ରା ଏତେ ତଳକୁ ଖସିଛି ଯେ, ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏଠି ବରଫ ଝଡ଼…

ଆଇଏଏସ ନିକୁଞ୍ଜ ଧଳ ହେଲେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁଙ୍କୁ ଏସଆରସି ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଏକ ଛୋଟିଆ ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ପଦରୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ…

ଲୋକମାନେ କାହିଁକି ନଦୀରେ ପକାନ୍ତି ପଇସା : ଅନ୍ଧବିଶ୍ୱାସ ନା ଆଉ କିଛି

ନୂଆଦିଲ୍ଲୀ: ଲୋକେ ନଦୀରେ ପଇସା ପକାଉଥିବା ଆପଣ ନିଶ୍ଚୟ ଦେଖିଥିବେ । କେହି କେହି ଏପରି କଲେ ଶୁଭ ଫଳ ମିଳିଥାଏ ବୋଲି କହିଥାନ୍ତି । ନା ଏହା ଏକ ଅନ୍ଧବିଶ୍ୱାସ । କିନ୍ତୁ ନଦୀରେ ପଇସା ପକାଇବା ପଛର କାରଣ ଆପଣ ଜାଣନ୍ତି କି? ଏହା ପଛରେ ଥିବା ବୈଜ୍ଞାନିକ କାରଣ କ’ଣ ଜାଣନ୍ତୁ । ଅନେକ ଲୋକ ଏକ…

ଦୁନିଆର ସବୁଠୁ ଦାମୀ ଗିଟାର : ଖଞ୍ଜାଯାଇଛି ୧୧,୪୪୧ ହୀରା, ୧୮ କ୍ୟାରେଟ୍ ସୁନା

ସ୍ୱିଜରଲ୍ୟାଣ୍ଡ: ଯେତେବେଳେ ଜଣେ ଗାୟକ କିମ୍ବା ସଂଗୀତକାର ଗିଟାର ବଜାଉଥିବାର ଦେଖିବେ, ଆପଣ ମଧ୍ୟ ତାଙ୍କ ପରି ଏହାକୁ ବଜାଇବା ଭଳି ଅନୁଭବ କରିବେ । ଆଜିର ଯୁବପିଢୀ ଗିଟାର ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଅନେକ ଗିଟାରକୁ ଘରେ ମଧ୍ୟ ରଖିଥାନ୍ତି । କିନ୍ତୁ ଦୁନିଆରେ ଏପରି ଏକ ଗିଟାର ଅଛି,…

ଏବେ ବି କ୍ରିକେଟରେ ଚାଲିଛି ମ୍ୟାଚ ଫିକ୍ସିଂ !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅନେକ କ୍ରୀଡା ସମ୍ପୂର୍ଣ୍ଣ ଖେଳୁଆଡ ମନୋଭାବ ନେଇ ଖେଳାଯାଉନି । ଏବେ ବି ଅନେକ ମ୍ୟାଚରେ ମ୍ୟାଚ ଫିକ୍ସିଂ ସମେତ ଅନ୍ୟ ଭ୍ରଷ୍ଟାଚାର କାର୍ଯ୍ୟ ଚାଲିଛି । ସ୍ପୋର୍ଟ୍ସ ରାଡାର ଇଂଟିଗ୍ରିଟି ସର୍ଭିସେଜ ପକ୍ଷରୁ ଜାରୀ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।…

କୋହଲି କାହିଁକି ପିନ୍ଧନ୍ତି ୧୮ ନମ୍ବର ଜର୍ସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ନିଜ ଖେଳ ମାଧ୍ୟମରେ ସେ ସାରା ବିଶ୍ୱରେ ପରିଚିତ । ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ସେ ୨୫ ହଜାରରୁ ଅଧିକ ରନ ସଂଗ୍ରହ କରି ସାରିଛନ୍ତି । ମାତ୍ର ୫ଜଣ ଖେଳାଳି ଏହି କୀର୍ତିମାନ କରି ପାରିଛନ୍ତି…

ବାବୁଙ୍କ ଉପରେ ବର୍ଷୁଛନ୍ତି ବିରୋଧୀ, ହେଲେ ମମତା କହିଲେ ସୁନାମୁଣ୍ଡା !

ଭୁବନେଶ୍ୱର: ରାଜ୍ୟରେ ଅଫିସରମାନେ ଏବେ ଶକ୍ତିଶାଳୀ ଓ ମାନମାନି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଅଫିସରମାନେ ଲୋକପ୍ରତିନିଧି ମାନଙ୍କୁ ଆବଶ୍ୟକ ସମ୍ମାନ ଦେଉ ନ ଥିବା ବେଳେ ବୁକ ସରକୁଲାର ମାନୁ ନ ଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ଏପରିକି ରାଜ୍ୟର ନେତା ମନ୍ତ୍ରୀମାନେ ମଧ୍ୟ…

OUHCର ପ୍ରଥମ କୁଳପତି ନିଯୁକ୍ତ ହେଲେ ଡା. ଦତ୍ତେଶ୍ବର ହୋତା, ନିଯୁକ୍ତିକୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଶୁକ୍ରବାର ପାଇଛି ତାର ପ୍ରଥମ କୁଳପତି । ଡା. ଦତ୍ତେଶ୍ବର ହୋତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଗାମୀ ଏକ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ…