ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ପ୍ରାର୍ଥୀ ଅଜୟ ବଙ୍ଗା କୋଭିଡ୍ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଚୟନ ହୋଇଥିବା ପ୍ରବାସୀ ଭାରତୀୟ ଅଜୟ ବଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥାନ୍ତେ। ହେଲେ ତା ପୂର୍ବରୁ ସେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ଗୁରୁବାର ରାଜକୋଷ ବିଭାଗ ପକ୍ଷରୁ ଏହି…