କଂଗ୍ରେସର ପ୍ରତିଶୋଧ: ସୂର୍ପଣଖା କହିଥିବାରୁ ମୋଦୀଙ୍କ ବିରୋଧରେ ମାନହାନୀ କେସ୍ କରିବେ ରେଣୁକା ଚୌଧୁରୀ
ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ରାହୁଲ ଗାନ୍ଧୀ ଓ କଂଗ୍ରେସ ହରଘଣାରେ ପଡ଼ିଥିବା ବେଳେ ଏବେ ପ୍ରତିଶୋଧ ନେବାକୁ ବାହାରିଛି କଂଗ୍ରେସ। କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧୁରୀଙ୍କୁ ସୂର୍ପଣଖା କହିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ…