ଭାଷା ଭାଗବତ : ସମୁଦ୍ର ଓ ପାଣି
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସମୁଦ୍ର ରଖିନି ହିସାବ
କେତେ ଜାହାଜ, କେତେ ନାବ
ରହଂତି ସଦା ବୁଡ଼ି, ଭାସି
କେବେ ବି ଯାଆଂତିନି ମିଶି
ସିଂଧୁକୁ ସର୍ବଦା ଅଜଣା
କେତେଟା ନଦୀ ଓ ଝରଣା
ତାହା ଭିତରେ ହେଲେ ଲୀନ
ବାସ୍ତବ ଅର୍ଥରେ ନିଶ୍ଚିହ୍ନ
ତଥ୍ୟର ଆଦାନ…