ସ୍ୱଳ୍ପ ଗଳ୍ପ : ଦାନ୍ତ ପାଇଁ ପ୍ରାର୍ଥନା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦
ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି।
ଏଇ ଦନ୍ତ କଥାର ଆରମ୍ଭଟି…